ଓଡିଶା

odisha

By

Published : Mar 16, 2021, 11:03 AM IST

Updated : Mar 16, 2021, 11:10 AM IST

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11A

1-ବିଧାନସଭା ଆରମ୍ଭରୁ ହୋହଲ୍ଲା, 11.30 ଯାଏ ଗୃହ ମୁଲତବୀ

ଆଜି ବି ବିଧାନସଭାରେ ସମାନ ସ୍ଥିତି । ବିରୋଧୀ ଧାନ ମଣ୍ଡି ସମସ୍ୟା ନେଇ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଛନ୍ତି ।

2-ଅଙ୍ଗାରଗଡିଆ ବସ୍ତି ଉଚ୍ଛେଦ ପ୍ରସଙ୍ଗ; ଉଚ୍ଛେଦ ଉପରେ ରୋକ ଲଗାଇଲେ ହାଇକୋର୍ଟ

ବାଲେଶ୍ଵର ଅଙ୍ଗାରଗଡିଆ ବସ୍ତି ଉଚ୍ଛେଦ ଉପରେ ରୋକ ଲଗାଇଲେ ହାଇକୋର୍ଟ ।

3-ମିଆଁମାର ହିଂସା: ୧୩୮ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ନିନ୍ଦା କଲେ ବିଶ୍ବବାସୀ

ମିଆଁମାରରେ ସୁରକ୍ଷାକର୍ମୀଙ୍କ କ ଦମନଲୀଳା ଦିନକୁ ଦିନ ବଢି ଚାଲିଛି। ଏହି ସଙ୍ଘର୍ଷରେ ଏବେ ଯାଏଁ ପାଖାପାଖି 138 ଜଣଙ୍କ ମୃତ୍ୟୁ ହୋଇଛି।

4-SCBରେ ଫ୍ୟାନ ଖସିବା ଘଟଣା, ଆଖି ବୁଜିଲେ ରୋଗୀ

ଏସସିବି ଛାତରୁ ଫ୍ୟାନ ଖସିବା ଘଟଣାରେ ଗୁରୁତର ଆହତ ରୋଗୀଙ୍କ ମୃତ୍ୟୁ ଘଟିଛି ।

5-ଦେଶରେ 24 ଘଣ୍ଟାରେ 24492 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 131 ମୃତ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ 1 କୋଟି 14 ଲକ୍ଷ 09 ହଜାର 831କୁ ବୃଦ୍ଧି ପାଇଛି।

6-ଗୁଣିଗାରେଡ଼ି ସନ୍ଦେହରେ ଘର ପୋଡ଼ିଦେଲେ ଲୋକେ, ବେସାହାରା ପରିବାର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ଏବଂ ପରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଘର ପୋଡ଼ିଦେଲେ ୨୦ରୁ ଉର୍ଦ୍ଧ୍ବ ଲୋକ ।

7-ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଵୃଦ୍ଧି ନେଇ ବିକ୍ଷୋଭ

ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ କିଷାନ ସଂଯୁକ୍ତ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମିତି ପକ୍ଷରୁ ବିକ୍ଷୋଭ ପ୍ରର୍ଦଶନ ହୋଇଛି ।

8-ଦିନକରେ ଏକ ଲକ୍ଷ ବରିଷ୍ଠଙ୍କୁ ଦିଆଗଲା ଟୀକା

ଗୋଟିଏ ଦିନରେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ଦିଆଯାଇଛି ।

9-ଆମ୍ ଆଦମୀ ପାର୍ଟିର କାର୍ଯ୍ୟକାରୀ ବୈଠକ, ନିର୍ବାଚନକୁ ପ୍ରାର୍ଥୀ ଯୋଗାଇବାକୁ ଆଲୋଚନା

ଆମ୍ ଆଦମୀ ପାର୍ଟିର କାର୍ଯ୍ୟକାରୀ ବୈଠକରେ ବିଭିନ୍ନ ବିଷୟକୁ ନେଇ ହୋଇଛି ଆଲୋଚନା ।

10-କାଜୁ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁକି କାଜୁ ଜଙ୍ଗଲରେ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ ।

Last Updated : Mar 16, 2021, 11:10 AM IST

ABOUT THE AUTHOR

...view details