ଓଡିଶା

odisha

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Mar 13, 2021, 11:10 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ବିଧାନସଭା ବଜେଟ ଅଧିବେଶନ: ଦିନ 11.30 ଯାଏ ଗୃହ ମୁଲତବୀ

ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ..

2.ଆଜିଠୁ 4 ଦିନ ବ୍ୟାଙ୍କ ବନ୍ଦ

ଆଜିଠୁ 4 ଦିନ ଯାଏଁ ବନ୍ଦ ରହିବ ସମସ୍ତ ବ୍ୟାଙ୍କ..

3.ସରକାରୀ ହଷ୍ଟେଲ ଫି’ ଛାଡ ପ୍ରସଙ୍ଗ, ଉପକୃତ ହେବେ 17 ହଜାର ପିଲା

ସରକାର ବିଭିନ୍ନ ସରକାରୀ ବୈଷୟିକ କଲେଜ ଗୁଡିକର ହଷ୍ଟେଲ ଫି ଛାଡ କରିଛନ୍ତି..

4.ବ୍ୟତିବ୍ୟସ୍ତ କଲା ଅଭାବୀ, ଏକାସଙ୍ଗରେ ରଶି ଲଗାଇ ଝୁଲି ପଡିଲେ 5 ସଦସ୍ୟ

ଆର୍ଥିକ ସମସ୍ୟାର କରୁଣ ପରିଣତି । ଗୋଟିଏ ପରିବାରର 5 ଜଣଙ୍କ ଆତ୍ମହତ୍ୟା..

5.ପାରାଦୀପରେ 22 ହଜାର କୋଟିର ନିର୍ମାଣ ହେବ ଟର୍ମିନାଲ, ଆସାମକୁ ପାଇପ ଯୋଗେ ଯିବ ତେଲ

ପାରାଦୀପ ବନ୍ଦର 22 ହଜାର କୋଟିର ଚୁକ୍ତି ସ୍ବାକ୍ଷରିତ କରିଛି..

6.ଆଜି ଡେଲାଙ୍ଗରୁ ଦାଣ୍ଡମୁକୁନ୍ଦପୁର ଯାଏ କଂଗ୍ରେସର ପଦଯାତ୍ରା

ଆଜି କଂଗ୍ରେସ ପକ୍ଷରୁ ଡେଲାଙ୍ଗର ବେରବୋଇ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବ..

7.ଟ୍ରକ ସହ ଡ୍ରାଇଭର ଅପହରଣ, ଉଦ୍ଧାର କଲା ପୋଲିସ

ବୁର୍ଲା ଥାନା ଅଞ୍ଚଳରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଅପହରଣ ଓ ଡକାୟତି ମାମଲାରେ ପୋଲିସକୁ ମିଳିଛି ସଫଳତା..

8.ବରଗଡରେ ବଢୁଛି କ୍ରାଇମ, ତହସିଲଦାରଙ୍କୁ ଦାବିପତ୍ର ଦେଲା ବ୍ୟବସାୟୀ ସଂଘ

ବରଗଡ ଜିଲ୍ଲା ଅତାବିରା ସହରରେ ବଢିଚାଲିଛି କ୍ରାଇମ..

9.14 ବର୍ଷ ବୟସରେ ଦୁଷ୍କର୍ମର ଶିକାର ହୋଇଥିଲେ ସଲମାନଙ୍କ ଏକ୍ସଗାର୍ଲଫ୍ରେଣ୍ଡ

ବଲିଉଡର ଫେମସ ଯୋଡି ମଧ୍ୟରେ ଅନ୍ୟତମ ଥିଲେ ସଲମାନ ଓ ସୋମି ଅଲ୍ଲୀ । ଏବେ ଅଭିନେତ୍ରୀଙ୍କୁ ନେଇ ନୂଆ ଚର୍ଚ୍ଚା..

10.ଅମିତାଭଙ୍କ ସହ କାମ କରିବା ଇମ୍ରାନଙ୍କ ପାଇଁ ବଡ ଉପଲବ୍ଧି

ଅମିତାଭଙ୍କୁ ନେଇ ମନ କଥା କହିଲେ ଇମ୍ରାନ..

ABOUT THE AUTHOR

...view details