ଓଡିଶା

odisha

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Feb 22, 2021, 11:10 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ଗୃହ କାର୍ଯ୍ୟ ଆରମ୍ଭ, ଅପରାହ୍ନରେ ଆସିବ ବଜେଟ

ଗୃହ କାର୍ଯ୍ୟ ଆରମ୍ଭ, ଅପରାହ୍ନରେ ଆସିବ ବଜେଟ..

2.ଚୌଦ୍ବାରରେ ରେଳ ରୋକ; ଅଟକିଲା ଦୁର୍ଗ-ପୁରୀ ଏକ୍ସପ୍ରେସ

ବ୍ରିଜ ଅଣ୍ଡର ପାସ ରୋଡ ନିର୍ମାଣ ଦାବିରେ ରେଳ ରୋକ କରାଯାଇଛି..

3.ଅମରାବତୀ-ଅଚଲପୁରରେ ସାପ୍ତାହିକ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ

ମହାରାଷ୍ଟ୍ରର ଅମରାବତୀ, ଅଚଲପୁର ମ୍ୟୁନିସିପାଲ ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି..

4.କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷଣ ଅଧିକାରୀ

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ।..

5.କୃଷକ ଆନ୍ଦୋଳନକୁ ଜୋରଦାର କରିବାକୁ ଚାଷୀଙ୍କ ପ୍ରସ୍ତୁତି

23 ରୁ 27 ଫେବୃଆରୀ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛନ୍ତି ଚାଷୀ..

6.ଦାର୍ଜିଲିଂରେ ପାଳନ ହେବ ରାଷ୍ଟ୍ରିୟ ସଂସ୍କୃତ ମହୋତ୍ସବର ଦ୍ବିତୀୟ ପର୍ଯ୍ୟାୟ

ପଶ୍ଚିମବଙ୍ଗର ଦାର୍ଜିଲିଂରେ ଆଜି ଅନୁଷ୍ଠିତ ହେବ ରାଷ୍ଟ୍ରିୟ ସଂସ୍କୃତ ମହୋତ୍ସବର ଦ୍ବିତୀୟ ପର୍ଯ୍ୟାୟ..

7.ତେଲ ଦରରେ ନିଆଁ, VAT କମାଇଲେ ଏହି ରାଜ୍ୟ

4 ରାଜ୍ୟ (ପଶ୍ଚିମବଙ୍ଗ, ମେଘାଳୟ, ଆସାମ ଓ ରାଜସ୍ଥାନ) କମାଇଲେ ଭାଟ୍‌..

8.ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଘେରିଲା ଶିବସେନା, ପମ୍ପରେ ଲଗାଇଲା ପୋଷ୍ଟର

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି । ତେବେ ମହାରାଷ୍ଟ୍ରର ଶିବସେନା ଏହି ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛନ୍ତି..

9.ବବିଙ୍କୁ ମିଳିଲା ‘ଦାଦାସାହେବ ଫାଲକେ ଆଓ୍ବାର୍ଡ’

ଡିଜିଟାଲ ଡେବ୍ୟୁ ବବିକୁ ଦେଲା ନୂଆ ପରିଚୟ..

10.ବିଜୟ ହଜାରେ ଟ୍ରଫି: ଟସ୍‌ ଜିତିଲା ରେଲୱେ, ଓଡିଶାର ବ୍ୟାଟିଂ ଜାରି

ବିଜୟ ହଜାରେ ଟ୍ରଫିରେ ଓଡିଶା ଆଜି 2ୟ ମ୍ୟାଚ ଖେଳୁଛି..

ABOUT THE AUTHOR

...view details