ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Feb 8, 2021, 11:10 AM IST

1.ଉତ୍ତରାଖଣ୍ଡ ଜଳ ପ୍ରଳୟ; 14 ମୃତ, ଅନେକ ନିଖୋଜ

ଉତ୍ତରାଖଣ୍ଡ ଚମୋଲିର ଜଳ ପ୍ରଳୟରେ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କ ମୃତ୍ୟୁ ଘଟିଛି..

2.ଆଜି ଶ୍ରୀଜିଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାର ମାସେ ପରେ ଆଜି ପୁରୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ କରିବେ..

3.ଆଜିଠୁ ଆରମ୍ଭ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଆଜିଠୁ ନବମ ଓ ଏକାଦଶ ପିଲାଙ୍କ ପାଇଁ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି..

4.2019ରେ ବୈଜ୍ଞାନିକଙ୍କ ସତର୍କବାଣୀ; ଦ୍ବିଗୁଣ ଦ୍ରୁତ ଗତିରେ ତରଳୁଛି ହିମାଳୟ

ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ହିମସ୍ଖଳନ ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାକୁ ନେଇ ଆସିଛି ଦେହଥରା ଭଳି ତଥ୍ୟ..

5.ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସେବା ଯୋଗାଇବାକୁ ବିଜେଡି ସାଂସଦଙ୍କ ନୋଟିସ

ଓଡିଶାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସେବା ଯୋଗାଇବାକୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଶୂନ୍ୟକାଳରେ ନୋଟିସ ଦେଇଛନ୍ତି..

6.କେନ୍ଦୁପତ୍ର ଉପରେ ଜିଏସଟି କମାଇବାକୁ ବିଜେଡି ସାଂସଦଙ୍କ ଦାବି

କେନ୍ଦୁପତ୍ର ଉପରେ ଜିଏସଟି କମାଇବାକୁ ବିଜେଡି ସାଂସଦ ସୁବାସ ସିଂ ଦାବି କରିଛନ୍ତି..

7.ଶାବକକୁ ଏକା ଛାଡି ଚାଲିଗଲେ ହାତୀପଲ

ଛଅ ଟିକିଆ ହାତୀପଲ ସହ ତା ମା' ଏବେ ହାତୀ ଶାବକକୁ ଏକା ଛାଡି ଚାଲିଯାଇଛନ୍ତି..

8.ଲେହରେ ଭାରତର ପ୍ରଥମ ଭୂତତ୍ତ୍ବ କ୍ଷେତ୍ର ବିକାଶ ପ୍ରକଳ୍ପ, ମାଗଣାରେ ମିଳିବ ବିଦ୍ୟୁତ

ଭାରତର ପ୍ରଥମ ଭୂତତ୍ତ୍ବ କ୍ଷେତ୍ର ବିକାଶ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି ..

9.ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରଏଲ୍ ଜଲପ୍ପା ହସ୍ପିଟାଲରେ ଭର୍ତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରଏଲ ଜଲପ୍ପା (96) ଙ୍କ ବିଗିଡିଲା ସ୍ବାସ୍ଥ୍ୟବସ୍ଥା । ହସ୍ପିଟାଲରେ ଚାଲିଛି ଚିକିତ୍ସା..

10.ସପିଙ୍ଗ୍‌ ମଲ‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କର୍ଣ୍ଣାଟକ ବାଗାଲକୋଟ ଜିଲ୍ଲାର ଏକ ସପିଙ୍ଗ୍ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ । କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ..

ABOUT THE AUTHOR

...view details