ଓଡିଶା

odisha

By

Published : Dec 29, 2020, 11:01 AM IST

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-6 ବ୍ରିଟେନ ଫେରନ୍ତାଙ୍କ ନିକଟରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ

ଆଜି 6 ବ୍ରିଟେନ ଫେରନ୍ତାଙ୍କ ନିକଟରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ କରାଯାଇଛି ।

2-ଗୋଟିଏ ଦିନରେ ରେକର୍ଡ ହେଲା 16,432 ନୂଆ ସଂକ୍ରମଣ, 252 ମୃତ

ଦେଶରେ କମୁଛି ସଂକ୍ରମଣ । ହେଲେ କମିନି ବିପଦ। ଏବେ ବି ଆସୁଛି 20 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ।

3-ଦନ୍ତେୱାଡାରେ ଏନକାଉଣ୍ଟର, ଦୁଇ ମହିଳା ନକ୍ସଲ ନିହତ

ଦନ୍ତେୱାଡାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ ହୋଇଥିବା ନେଇ ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି ।

4-ଗତ 24 ଘଣ୍ଟାରେ ହୋଇଛି 9,83,695 ନମୁନା ଟେଷ୍ଟ: ICMR

ଆଇସିଏମଆର ର ସୂଚନାନୁସାରେ, ସୋମବାର ସୁଦ୍ଧା ଦେଶରେ ସରିଛି 16,98,01,749 କୋରୋନା ଟେଷ୍ଟ।

5-କାଗଜ ଗୁଳା, ପଥର ସନ୍ଧିରେ ଧଳାଜହର ଚାଲାଣ; 325 ଗ୍ରାମ ଜବତ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳରେ ଏସଟିଏଫ ଚଢାଉ କରି କାଗଜ ଗୁଳାରେ ସପ୍ଲାଏ ହେଉଥିବା ବ୍ରାଉନସୁଗାର ଜବତ କରିଛନ୍ତି ।

6-ଓଡିଶା ପୋଲିସକୁ ସିଡିଏସ ବିପିନ ରାଓ୍ବତଙ୍କ ଗୁରୁମନ୍ତ୍ର

ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଓଡ଼ିଶା ପୋଲିସକୁ ଗୁରୁମନ୍ତ୍ର ଦେଲେ ସିଡ଼ିଏସ ।

7-କୃଷି ଆଇନକୁ ବିରୋଧ କରି 1500 ଟାୱାର ନଷ୍ଟ କଲେ ଚାଷୀ; ତାଗିଦ କଲେ ମୁଖ୍ୟମନ୍ତ୍ରୀ

କୃଷି ଆଇନକୁ ବିରୋଧ କରି ପଞ୍ଜାବରେ 9 ହଜାରରୁ ଅଧିକ ଥିବା ଟାୱାରକୁ 15 ଶହ ଟାୱାରକୁ ନଷ୍ଟ କରିଦେଇଛନ୍ତି ଚାଷୀ ।

8-ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ଐତିହାସିକ ବିଜୟ; 8 ୱିକେଟରେ ଜିତିଲା ଦ୍ବିତୀୟ ଟେଷ୍ଟ

ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଅନୁଷ୍ଠିତ ବକ୍ସି ଡେ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମର ଐତିହାସିକ ବିଜୟ ।

9-କୋରୋନା କବଳରେ ରାମ ଚରଣ

ଏଥର ପୁଣି ଆଉ ଜଣେ ସେଲିବ୍ରେଟିଙ୍କ କୋରୋନା ରିପୋର୍ଟ ପଜିଟିଭି ଆସିଛି । ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ରାମ ଚରଣ ।

10-ଫରାହଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଫରାହଙ୍କ ଆକାଉଣ୍ଟ ହେଲା ହ୍ୟାକ । ଇନଷ୍ଟାଗ୍ରାମ ରିଷ୍ଟୋର୍ଡ କରିସାରିଛନ୍ତି ।

ABOUT THE AUTHOR

...view details