ଓଡିଶା

odisha

By

Published : Dec 14, 2020, 11:02 AM IST

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 27071 ସଂକ୍ରମିତ

ସମଗ୍ର ବିଶ୍ବରେ ଆମେରିକା ପରେ କୋରୋନା ସଂକ୍ରମଣରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।

2-ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ରହିଛି 4ଟି ପ୍ରସ୍ତାବ ।

3-ଡିସେମ୍ବର 13 ସୁଦ୍ଧା ଦେଶରେ ସରିଛି 15,45,66,990 କୋଭିଡ ଟେଷ୍ଟ: ICMR

ଆଇସିଏମଆରର ରିପୋର୍ଟ ଅନୁସାରେ ଗତ ରବିବାର ସରିଛି 8,55,157 କୋରୋନା ସାମ୍ପଲ ଟେଷ୍ଟ।

4-‘ଫାଇଜର୍‌’ କୋଭିଡ ଟିକା କିଣି ନ ପାରନ୍ତି ସରକାର

‘ଫାଇଜର୍‌-ବାୟୋଏନ୍‌ଟେକ୍‌’ ନିର୍ମିତ କୋରୋନା ଭାଇରସ୍‌ ଟିକା କ୍ରୟ କରିନପାରେ ଭାରତ ।

5-‘କ୍ଷମତା ଭୋକିଲା ‘ଗୁପକାର ଗ୍ୟାଙ୍ଗ’, ଲୋକଙ୍କ ସହ କରିଛି ପ୍ରତାରଣା’

ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନୀ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିସ୍ଫୋରକ ବୟାନ ।

6-ଟିଆରପି ସ୍କାମ: ଡିସେମ୍ବର 15 ଯାଏଁ ରିମାଣ୍ଡରେ ଗଲେ ରିପବ୍ଲିକ୍ ଟିଭି ସିଇଓ

ଟିଆରପି ସ୍କାମ ମାମଲାରେ ରିପବ୍ଲିକ୍ ଟିଭିର ସିଇଓଙ୍କୁ ଡିସେମ୍ବର 15 ଯାଏଁ ରିମାଣ୍ଡରେ ନେଇଛି ପୋଲିସ ।

7-ଦୁଇ କୋଟି ମୂଲ୍ୟର ଗଞ୍ଜେଇ ଜବତ, ତିନି ଗିରଫ

ଏନସିବିକୁ ସଫଳତା । ମୁମ୍ବାଇରେ ଚୋରା ଗଞ୍ଜେଇ କାରବାରରେ ତିିନି ଗିରଫ ।

8-ତକିଆ ମାଡି 6 ବର୍ଷର ପୁଅକୁ ମାରିଦେଲା ମା’
ନିଜ 6 ବର୍ଷର ପୁଅକୁ ହତ୍ୟା କରିଛି ମାଆ ।

9-ବିନିକାରେ ଗଜରାଜଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ

ଆଜକୁ ମାସେରୁ ଅଧିକ ଦିନ ହେଲାଣି ବିନିକା ରେଞ୍ଜ ଅଞ୍ଚଳରେ ହାତୀ ପଲ୍ଲଙ୍କ ଉତ୍ପାତ ବଢିବାରେ ଲାଗିଛି ।

10-ବାଇକ ସହ ବାଇକ ଧକ୍କା, 1ମୃତ

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଶ୍ରୀବନ୍ତପୁର ତାରିଣୀ ଛକ ନିକଟରେ ବାଇକ ସହ ବାଇକ ମୁହାଁମୁହିଁ ।

ABOUT THE AUTHOR

...view details