ଓଡିଶା

odisha

ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 18, 2022, 11:02 AM IST

1.କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କଲେ ଜଳ ସମ୍ପଦମନ୍ତ୍ରୀ

ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଛି ।

2.ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା ।

3.Odisha Covid Cases: ରାଜ୍ୟରେ ନୂଆ 207 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 207 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4.ଉତ୍ତରପ୍ରଦେଶ ଫୁଲପୁରରୁ ୨୦୨୪ ନିର୍ବାଚନ ଲଢିବେ ନୀତିଶ କୁମାର !

ଉତ୍ତରପ୍ରଦେଶ ଫୁଲପୁରରୁ ୨୦୨୪ ନିର୍ବାଚନ ଲଢି ପାରନ୍ତି ନୀତିଶ କୁମାର । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କୁ ଅଫର ଦେଇଥିବା ସୂଚନା ।

5.India Corona: ଦିନକରେ ୫୬୬୪ ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ 5,664 ନୂଆ ସଂକ୍ରମିତ ଚିହ୍ନଟ

6.ସହଜ ହେବ ସାମଗ୍ରୀ ପରିବହନ, ଆସିଲା ଜାତୀୟ ଲଜିଷ୍ଟିକ ନୀତି

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଲଜିଷ୍ଟିକ ନୀତି ନୀତିର (National Logistics Policy) ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

7.ଆଜିଠୁ ୧୧ଦିନିଆ US ଗସ୍ତରେ ଯିବେ ଜୟଶଙ୍କର, UNGA ବୈଠକରେ ହେବେ ସାମିଲ

ଆଜିଠାରୁ ଆସନ୍ତା ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଯୁଏସ ଗସ୍ତରେ ରହିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆୟୋଜିତ ୭୭ତମ ଜାତିସଂଘ ସାଧାରଣ ପରିଷଦ(UNGA)ରେ ଯୋଗ ଦେବେ ଜୟଶଙ୍କର ।

8.ବିବାହର 15 ଦିନରେ ପ୍ରେମିକ ସହ ମିଶି ସ୍ତ୍ରୀ ପୋଛିଲା ନିଜ ମଥା ସିନ୍ଦୂର

ଉତ୍ତରପ୍ରଦେଶ ମଥୁରାରେ ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ । ବିବାହର ୧୫ ଦିନ ପରେ ମହିଳା ଜଣକ ନିଜ ସ୍ବାମୀକୁ ହତ୍ୟା କରିଥିବା ଜଣାପଡ଼ିଛି ।

9.ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଣିକରାଓ ଗାଭିତଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଣିକରାଓ ଗାଭିତଙ୍କ ଦେହାନ୍ତ ।

10.ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ପ୍ରେମରେ ପଡ଼ିଲେ କ୍ରିତି ସାନନ୍ !

କ୍ରିତି ସାନନ୍ ବାହୁବଲୀ ଷ୍ଟାର ପ୍ରଭାସଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଉଭୟ ଷ୍ଟାରଙ୍କ ଡେଟିଂ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details