1.Coal Scam Case: ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍
କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍ ।
2.Congress Bharat Jodo Yatra: କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ହେବ ଶେଷ
3.କଳାହାଣ୍ଡିରେ କୋଶଳ ମହାବନ୍ଦ ଡାକରା, ଚକ ଅଖ ବନ୍ଦ
କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ଆଜି କୋଶଳ ମହାବନ୍ଦ ଡାକରା ଦିଆଯାଇଛି ।
4.କୋଶଳ ବନ୍ଦ ଡାକରା: ବଲାଙ୍ଗୀରରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ
କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ଆଜି କୋଶଳ ବନ୍ଦ ଡାକରା ଦିଆଯାଇଛି ।
5.ପୂଜା ପୂର୍ବରୁ ସକ୍ରିୟ ନିଶା ମାଫିଆ, ରାଜଧାନୀରୁ ଧରାପଡିଲା ଗଞ୍ଜେଇ ଭର୍ତ୍ତି କାର
ରାଜଧାନୀରୁ 50 କେଜି ଗଞ୍ଜେଇ ଜବତ । ଏକ କାର ଯୋଗେ ଚାଲାଣ ହେଉଥିବା ବେଳେ ଧରିଲା ପୋଲିସ ।