1-ଗୋରୁ ବେପାରୀଙ୍କ ଉପରେ ଚଢି ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ, 3 ମୃତ
2-Prafulla kar Demise: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ
3-Odisha Corona Report: ଦିନକରେ ୧୩ ପଜିଟିଭ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩ କୋରୋନା ପଜିଟିଭ ଚିହ୍ନଟ । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୩୫ ।
4-Kheri Violence: ଆଶିଷଙ୍କ ଜାମିନ ଆବେଦନ ଖାରଜ, ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ
5-Gas leak At Mangalore MASZ: ମାଛ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ, ୫ ଶ୍ରମିକ ମୃତ