ଓଡିଶା

odisha

ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 24, 2022, 9:01 AM IST

1-ସାରଥୀ ଆଶ୍ରମ ଖୋଲିବା ପଛରେ କିଏ, ବିଭିନ୍ନ ମହଲରୁ ବିରୋଧ

କେନ୍ଦ୍ରାପଡ଼ା ସ୍ଥିତି ବାରିମୂଳ ଆଶ୍ରମରେ ଆତ୍ମଘୋଷିତ ସାରଥୀ ବାବାଙ୍କ ପୂଜାର୍ଚ୍ଚନା କରିଛନ୍ତି ଅନୁଗାମୀ । ପ୍ରଶାସନର ସୁରକ୍ଷା ନେଇ ସାଧାରଣରେ ଉଠିଲା ପ୍ରଶ୍ନ ।

2-ASO ପରୀକ୍ଷା ଘୁଞ୍ଚାଇବା ଦାବି, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

ଏଏସଓ ପରୀକ୍ଷା ଘୁଞ୍ଚାଇବା ଦାବିରେ ହାଇକୋର୍ଟରେ ମାମଲା । ଏଥିରେ ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ ।

3-ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା, ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ମାମଲା ଶୁଣାଣି । ସାନି ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ ।

4-ବରଗଡ ନାବାଳକ ହତ୍ୟା ଘଟଣା, ସମ୍ପର୍କୀୟ ଭାଇ ଗିରଫ

ବରଗଡ଼ ନାବାଳକ ହତ୍ୟା ଘଟଣାରେ ମୃତକର ସମ୍ପର୍କୀୟ ଭାଇ ଗିରଫ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ହତ୍ୟା ଘଟଣାର ରିକ୍ରିଏସନ କରାଇଲା ପୋଲିସ ।

5-ଟ୍ରାକ ମରାମତି ପରେ ପୁନଃ ଚଳାଚଳ କଲା ଟ୍ରେନ

ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଘଟଣାର ପ୍ରାଥମିକ ଯାଞ୍ଚ ରିପୋର୍ଟ ଦୁଇ ରୁ ତିନି ଦିନ ମଧ୍ୟରେ ଆସିବ । ରିଷ୍ଟୋର ପରେ ପୁନଃ ଚଳାଚଳ ହେଲା ଟ୍ରେନ । କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ଟି ଟ୍ରେନ ବାତିଲ ରହିଛି ।

6-ଆଖି ବୁଜିଲେ ବୋମା ମାଡରେ ଆହତ ଯୁବକ ରାଜେଶ

ବୋମାମାଡରେ ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ । ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଅକ୍ଷୟକୁ ଗିରଫ ନେଇ ପରିବାର ପକ୍ଷରୁ ଦାବି ହୋଇଛି ।

7-ପତ୍ନୀଙ୍କୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଲା ସ୍ବାମୀ, CCTV କଏଦ ଛାତିଥରା ଦୃଶ୍ୟ

ପିଲାଙ୍କ ସାମ୍ନାରେ ପତ୍ନୀଙ୍କୁ ଟ୍ରେନ ଆଗକୁ ଫିଙ୍ଗିଲା ଜହ୍ଲାଦ ସ୍ବାମୀ । CCTV କଏଦ ହୋଇଛି ହତ୍ୟାର ଛାତିଥରା ଦୃଶ୍ୟ ।

8-ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନମ୍ ଜୈନଙ୍କୁ ଜାମିନ ।

9-ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି ।

10-ବିଗ୍ ବି ଅମିତାଭ ବଚ୍ଚନଙ୍କୁ ପୁଣି କୋରୋନା

ଦ୍ବିତୀୟ ଥର ପାଇଁ କୋରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ ।

ABOUT THE AUTHOR

...view details