ଓଡିଶା

odisha

ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 9, 2022, 1:01 PM IST

1.କୁମାର ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟ ଶେଯ ଘରେ ବିଜେ କରାଯାଇଥାଏ

2.ଠେଲା ଗାଡିକୁ ଧକ୍କା ଦେଇ ଘୋଷାଡି ନେଲା କାର: ଚାଲିଗଲା କଦଳୀ ବିକାଳିଙ୍କ ଜୀବନ, ଜଣେ ଗୁରୁତର

ଠେଲା ଗାଡ଼ିକୁ ଘୋଷାଡ଼ି ନେଲା କାର । ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା

3.ଆଜି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ: ତ୍ୟାଗ-ଦେଶ ସେବାକୁ ମନେ ପକାଇଲା ସୁଆଣ୍ଡୋ

ପୁରୀ ଜିଲ୍ଲା ସତ୍ୟବାଦୀ ସୁଆଣ୍ଡୋରେ ଥିବା ଜନ୍ମପୀଠରେ ପାଳନ ହେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ (Birth anniversary of Pandit Gopabandhu Das)। ସାମିଲ ହେଲେ ପ୍ରଶାସନିକ ଅଧିକାରୀ, ପରିବାର ସଦସ୍ୟ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ

4.Kumar Purnima 2022: ବର ପାଇଁ ଚାନ୍ଦ ପୂଜିବେ କୁମାରୀ

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କ ଏକ ବିଶେଷ ପର୍ବ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ବେଶ ଆଡମ୍ବର ସହ ବ୍ରତ ପାଳନ କରୁଛନ୍ତି କୁମାରୀ

5.US-South Korea Drills: ପୁଣି ଦୁଇଟି ମିସାଇଲ ଲଞ୍ଚ କଲା ଉତ୍ତର କୋରିଆ

ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧାଭ୍ୟାସର ପରବର୍ତ୍ତୀ ପର୍ଯ୍ୟାୟ । କୋରିଆ ଉପକୂଳରେ ଆମେରିକା ଏୟାରକ୍ରାଫ୍ଟ କ୍ୟାରିୟର (North Korea launches 2 missiles toward sea)। ଉତକ୍ଷିପ୍ତ ହୋଇ ପୁଣି ଦୁଇଟି ମିସାଇଲ ଲଞ୍ଚ କଲା ଉତ୍ତର କୋରିଆ

6.ଦେଶର ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଘୋଷଣା କରିବେ ଦେଶରେ ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ (PM to declare first solar powered village in India )

7.Gujarat Assembly Poll: ଆଜି ଦୁଇଟି ସଭାକୁ ସମ୍ବୋଧିତ କରିବେ କେଜ୍ରିୱାଲ ଓ ମାନ

ଗୁଜୁରାଟରେ କେଜ୍ରିଓ୍ବାଲ ଓ ମାନ । ଦୁଇଟି ସ୍ଥାନରେ ଜନସଭାକୁ କରିବେ ସମ୍ବୋଧିତ (Kejriwal to address a public meeting in Gujarat )। ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ

8.ଗୁଜୁରାଟରେ ଆଦିବାସୀ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ, ବିଜେପିକୁ ଦାୟୀ କଲା ଦଳ

ଗୁଜୁରାଟରେ ଆକ୍ରମଣର ଶିକାର ହେଲେ ଆଦିବାସୀ କଂଗ୍ରେସ ବିଧାୟକ ଅନନ୍ତ ପଟେଲ । ଏକ ସଭାକାର୍ଯ୍ୟରେ ଯାଇଥିବା ବେଳେ ଆଦିବାସୀ ହୋଇଥିବା କାରଣରୁ ତାଙ୍କୁ ମାଡ ମାରି ଘଉଡାଇ ଦିଆଯାଇଥିବା ଅଭିଯୋଗ

9.ଗୋଆରେ ଆୟୋଜିତ ହେବ 2023 ଜାତୀୟ କ୍ରୀଡା

ଆସନ୍ତା ବର୍ଷ ଅର୍ଥାତ 2023ରେ ହେବାକୁ ଥିବା 37ତମ ଜାତୀୟ କ୍ରୀଡା ଗୋଆରେ ଅନୁଷ୍ଠିତ ହେବ । ଏନେଇ ଆଇଓଏ ପକ୍ଷରୁ ଘୋଷଣା ହୋଇଛି ।

10.ଦୀପାବଳି ପୂର୍ବରୁ ଶେହନାଜ ଗିଲଙ୍କ ବାପାଙ୍କୁ ହତ୍ୟା କରିବାକୁ ମିଳିଲା ଧମକ

ଅଭିନେତ୍ରୀ ତଥା ପଞ୍ଜାବୀ ଗାୟିକା ଶେହନାଜ ଗିଲଙ୍କ ପିତାଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ସନ୍ତୋଖ ସିଂ ସୁଖ ଅମୃତସର ଗ୍ରାମୀଣ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି

ABOUT THE AUTHOR

...view details