1-ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ଘଟଣା, ପୁଅ ଝିଅ ପରେ ଆଖି ବୁଜିଲେ ମାଆ
ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଆଖି ବୁଜିଲେ ମାଆ । ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବାପା ।
2-କମିବ ଗୁଳୁଗୁଳି, ରାଜ୍ୟରେ ୫ରୁ ବଢିବ ବର୍ଷା
ରାଜ୍ୟରେ ଆସନ୍ତା ୫ରୁ ବଢିବ ବର୍ଷା । ପୂର୍ବାନୁମାନ କଲା ପାଣିପାଗ ବିଭାଗ ।
3-ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ, ସରପଞ୍ଚଙ୍କ ନାଁରେ ଏତଲା
4-ନୟାନ୍ତ କଲେଣି ନାଲି ପିମ୍ପୁଡି, ଭୟରେ ଗାଁ ଛାଡିବେ ଲୋକେ
5-CCTVରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ, ଦେଖନ୍ତୁ ଭିଡିଓ