ହାଇଦ୍ରାବାଦ : ତରଭୂଜରେ ଜୋ ବାଇଡେନ୍ ଓ କମଲା ହାରିସଙ୍କ ଚିତ୍ର । ତେଲେଙ୍ଗାନାର ଜଣେ ଆର୍ଟିଷ୍ଟ ତରଭୂଜରେ ଉଭୟଙ୍କ ଚିତ୍ରକୁ ଖୋଦେଇ କରିଛନ୍ତି । ଆର୍ଟିଷ୍ଟ ଏମ. ଏଲାନଚେଜିଆନ ତରଭୂଜରେ ରାଜନେତା, ଆଥଲେଟ୍, ପକ୍ଷୀ ଆଦି ଚିତ୍ର ଖୋଦେଇ କରନ୍ତି ।
ତରଭୂଜରେ ବାଇଡେନ-ହାରିସଙ୍କ ଚିତ୍ର - Joe Biden and Kamala Harris
ତରଭୂଜରେ ଜୋ ବାଇଡେନ୍ ଓ କମଲା ହାରିସଙ୍କ ଚିତ୍ର । ତେଲେଙ୍ଗାନାର ଜଣେ ଆର୍ଟିଷ୍ଟ ତରଭୂଜରେ ଉଭୟଙ୍କ ଚିତ୍ରକୁ ଖୋଦେଇ କରିଛନ୍ତି । ଅଧିକ ପଢନ୍ତୁ...

ତରଭୂଜରେ ବାଇଡେନ-ହାରିସଙ୍କ ଚିତ୍ର
ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିତ୍ର ମଧ୍ୟ ଖୋଦେଇ କରିଥିଲେ। ଏଥିପାଇଁ ସୋସିଆଲ ମିଡିଆରେ ଏବଂ ଅନେକ ଲୋକଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ