କୋଲକାତା: ଟିଏମସି ଓ ୟୁନାଇଟେଡ୍ ଫ୍ରଣ୍ଟ ମଧ୍ୟରେ ଗଣ୍ଡଗୋଳ । ବରାଇପୁରରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଫଳରେ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଉଭୟ ଗୋଷ୍ଠୀର ପ୍ରାୟ 10 ଜଣ ଆହାତ ମଧ୍ୟ ହୋଇଛନ୍ତି । ଏହାସହ ୟୁନାଇଟେଡ୍ ଫ୍ରଣ୍ଟର 3 ଜଣ କାର୍ଯ୍ୟକର୍ତ୍ତା ନିଖୋଜ ଥିବା ଜଣାପଡିଛି ।
ଟିଏମସି-ୟୁନାଇଟେଡ୍ ଫ୍ରଣ୍ଟ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ - TMC worker killed
ଟିଏମସି ଓ ୟୁନାଇଟେଡ୍ ଫ୍ରଣ୍ଟ ମଧ୍ୟରେ ଗଣ୍ଡଗୋଳ । ବରାଇପୁରରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଫଳରେ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
ଟିଏମସି-ୟୁନାଇଟେଡ୍ ଫ୍ରଣ୍ଟ ମଧ୍ୟରେ ଗଣ୍ଡଗୋଳ
ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିଛି ଯେ, ୟୁନାଇଟେଡ୍ ଫ୍ରଣ୍ଟ ପ୍ରଥମେ ଆକ୍ରମଣ କରିଥିଲା । ଅନ୍ୟପକ୍ଷେ ୟୁନାଇଟେଡ୍ ଫ୍ରଣ୍ଟ, ଟିଏମସି ବିରୋଧରେ ସମାନ ଅଭିଯୋଗ ଆଣିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ