ଭୋପାଳ: ବିଏସଏଫ ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ । ବିବାହର ପ୍ରତିଶୃତି ଠକି ଦେଲେ ଯବାନ । 2 ବର୍ଷ ଲିଭ ଇନରେ ରହିବା ପରେ ବିବାହ ନକରିବାରୁ ଯବାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯୁବତୀ । ମଧ୍ୟପ୍ରଦେଶର ଗ୍ବାଲିଅରର ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିଛନ୍ତି ।
BSF ଯବାନଙ୍କ ନାଁରେ ପ୍ରେମ-ପ୍ରତାରଣା ଅଭିଯୋଗ ଆଣିଲେ ଯୁବତୀ - ଯବାନଙ୍କ ନାଁରେ ବଳତ୍କାର ଅଭିଯୋଗ ଆଣିଲେ ମହିଳା
ବିଏସଏଫ ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ । ବିବାହର ପ୍ରତିଶୃତି ଠକି ଦେଲେ ଯବାନ । ଅଧିକ ପଢନ୍ତୁ...
BSF ଯବାନଙ୍କ ନାଁରେ ବଳତ୍କାର ଅଭିଯୋଗ ଆଣିଲେ ମହିଳା
ଜୟପୁରରେ ପୋଷ୍ଟ ହୋଇଥିବା ଜଣେ ବିଏସଏଫ ଯବାନ ଯୁବତୀ ଜଣଙ୍କୁ ଦୁଇ ବର୍ଷ ଧରି ବିବାହର ବାହାନା କରି ଦୁଷ୍କର୍ମ କରିଥିଲେ, କିନ୍ତୁ ବର୍ତ୍ତମାନ ବିବାହ କରିବାରୁ ଅରାଜି ହେବା ସହ ମହିଳାଙ୍କୁ ଧମକ ମଧ୍ୟ ଦେଉଛନ୍ତି । ଯୁବତୀଙ୍କ ଅଭିଯୋଗ ପରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଗ୍ବାଲିୟର ଅତିରିକ୍ତ ଏସପି ଏନେଇ ସୂଚନା ଦେଇଛନ୍ତି ।
@ANI