ଓଡିଶା

odisha

ETV Bharat / bharat

ବିଶାଖାପାଟଣା ଟ୍ରାନ୍ସକୋ ଇଲେକ୍ଟ୍ରିକ ସବ-ଷ୍ଟେସନରେ ଅଗ୍ନିକାଣ୍ଡ

ବିଶାଖାପାଟଣାର ସିମାଚଳମର ଟ୍ରାନ୍ସକୋ ଇଲେକ୍ଟ୍ରିକ ସବ-ଷ୍ଟେସନରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଜଣା ପଡିନାହିଁ । ଅଧିକ ପଢନ୍ତୁ...

ଇଲେକ୍ଟ୍ରିକ ସବ-ଷ୍ଟେସନରେ ଅଗ୍ନିକାଣ୍ଡ
ଇଲେକ୍ଟ୍ରିକ ସବ-ଷ୍ଟେସନରେ ଅଗ୍ନିକାଣ୍ଡ

By

Published : May 27, 2021, 10:49 AM IST

Updated : May 27, 2021, 11:07 AM IST

ଅମରାବତୀ: ବିଶାଖାପାଟଣା ସିମାଚଳମର ଟ୍ରାନ୍ସକୋ ଇଲେକ୍ଟ୍ରିକ ସବ-ଷ୍ଟେସନରେ ଅଗ୍ନିକାଣ୍ଡ । ଭୋଟ ପ୍ରାୟ 3ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଜଣା ପଡିନାହିଁ ।

ଟ୍ରାନ୍ସକୋ ଇଲେକ୍ଟ୍ରିକ ସବ-ଷ୍ଟେସନରେ ଅଗ୍ନିକାଣ୍ଡ

ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀମାନଙ୍କୁ ପ୍ରାୟ 1 ଘଣ୍ଟା ସମୟ ଲାଗିଥିଲା । ସତର୍କତା ପାଇଁ ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା ବୋଲି କହିଛନ୍ତି ଟ୍ରାନ୍ସକୋ ଏସଇ । ବର୍ତ୍ତମାନ ପୁଣି ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି । ତେବେ ଅଗ୍ନିକାଣ୍ଡରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ । ପ୍ରକାଶ ଥାଉ କି ନିକଟରେ ବିଶାଖାପଟନମର ଏଚପିସିଏଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । HCPLରେ କେଉଁକାରଣରୁ ଅଗ୍ନିକାଣ୍ଡ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 27, 2021, 11:07 AM IST

ABOUT THE AUTHOR

...view details