ଓଡିଶା

odisha

ETV Bharat / bharat

'ବ୍ଲାକ ଫଙ୍ଗସ'କୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର - 'ବ୍ଲାକ ଫଙ୍ଗସ'କୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର

'ବ୍ଲାକ ଫଙ୍ଗସ'କୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

'ବ୍ଲାକ ଫଙ୍ଗସ'କୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର
'ବ୍ଲାକ ଫଙ୍ଗସ'କୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର

By

Published : May 28, 2021, 7:27 AM IST

ନୂଆଦିଲ୍ଲୀ:'ବ୍ଲାକ ଫଙ୍ଗସ'କୁ ଦିଲ୍ଲୀରେ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର । ଏନେଇ ଗୁରୁବାର ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇ ଘୋଷଣା କରାଯାଇଛି । ଦିଲ୍ଲାରେ 'ବ୍ଲାକ ଫଙ୍ଗସ' ସଂକ୍ରମଣ ମାମଲା ବଢୁଥିବା ବେଳେ ମେ 21ରେ ଦିଲ୍ଲୀରେ ମୋଟ 200 ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବା ବୃଦ୍ଧି ପାଇ ମେ 26 ରେ 620ରେ ପହଞ୍ଚିଛି ।

ତେବେ ଏହା ଏହା ପୂର୍ବରୁ ଓଡିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡୁ, ଏବଂ ବିହାର ଅନ୍ୟ ରାଜ୍ୟମାନେ ଏହି ରୋଗକୁ ମହାମାରୀଭାବେ ଘୋଷଣା କରିଛନ୍ତି। ଦେଶରେ ଔଷଧର ଅଭାବ ସମାଧାନ ନହେବା ପର୍ଯ୍ୟନ୍ତ ସୀମିତ ସମୟ ପାଇଁ 'ବ୍ଲାକ ଫଙ୍ଗସ' ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଆମ୍ଫୋଟେରାଇସିନ୍ ଔଷଧର ଆମଦାନୀ ଶୁଳ୍କରୁ ସମ୍ପୂର୍ଣ୍ଣ ଛାଡ ଉପରେ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର କହିଛନ୍ତି।

@ANI

ABOUT THE AUTHOR

...view details