ଓଡିଶା

odisha

By

Published : Jun 10, 2021, 10:11 AM IST

ETV Bharat / bharat

ଖରିଫ ଫସଲର MSP ବୃଦ୍ଧି ନିଷ୍ପତ୍ତି ପ୍ରଶଂସନୀୟ: ଜେପି ନଡ୍ଡା

କେନ୍ଦ୍ର କ୍ୟାବିନେଟ ଖରିଫ ଫସଲର MSP ବୃଦ୍ଧି କରିବା ନିଷ୍ପତ୍ତିକୁ ପ୍ରଶଂସା କଲେ ଜେପି ନଡ୍ଡା । ଅଧିକ ପଢନ୍ତୁ...

ଖରିପ ଫସଲର MSP ବୃଦ୍ଧି ନିଷ୍ପତ୍ତି ପ୍ରଶଂସନୀୟ:  ଜେପି ନାଡ୍ଡା
ଖରିପ ଫସଲର MSP ବୃଦ୍ଧି ନିଷ୍ପତ୍ତି ପ୍ରଶଂସନୀୟ: ଜେପି ନାଡ୍ଡା

ନୂଆଦିଲ୍ଲୀ:କେନ୍ଦ୍ର କ୍ୟାବିନେଟ ଖରିଫ ଫସଲର MSP ବୃଦ୍ଧି କରିବା ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଶଂସା କରିଛନ୍ତି । ଖରିଫ ଫସଲ ପାଇଁ MSP ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କୃଷକଙ୍କ ଆୟକୁ ଦ୍ବିଗୁଣିତ କରିବାକୁ ବିଜେପି ସରକାରର ସଂକଳ୍ପ ଦର୍ଶାଉଛି। ଏହି ନିଷ୍ପତ୍ତି ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ବୋଲି ନଡ୍ଡା ଟ୍ବିଟ କରି କହିଛନ୍ତି । ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୁଧବାର 2020-21 ପାଇଁ ସମସ୍ତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି ।

@ANI

ABOUT THE AUTHOR

...view details