ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମାଗଣା ଟୀକାକରଣ ବା କ୍ୟାମ୍ପେନ ମୋଡରେ ଟୀକାକରଣ । ଦେଶରେ ସବୁ ରାଜ୍ୟରେ ଏନେଇ ପର୍ଯ୍ୟାୟ କ୍ରମେ ଟୀକାକରଣ ସୋମବାର ଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ରାଜ୍ୟମାନଙ୍କୁ ମାଗଣାରେ ଟିକା ଯୋଗାଇଥିବା ବେଳେ ହିତାଧିକାରୀଙ୍କୁ ମଧ୍ୟ ମାଗଣା ଟିକା ଦିଆଯାଉଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟ ଗୁଡିକୁ 30 କୋଟିରୁ ଊର୍ଦ୍ଧ୍ବ ଟିକା ଯୋଗାଇଛି କେନ୍ଦ୍ର - ଟୀକାକରଣ
ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ରାଜ୍ୟମାନଙ୍କୁ 30 କୋଟି 33ଲକ୍ଷ 27 ହଜାର 440 ଟିକା ଯୋଗାଇଥିବା ବେଳେ ଏଥି ମଧ୍ୟରୁ ଅପଚୟ ସମେତ ମୋଟ 28 କୋଟି 43ଲକ୍ଷ 40 ହଜାର 936 ଡୋଜ ଟିକା ଦିଆଯାଇଛି । ଅଧିକ ପଢନ୍ତୁ...
ଏପର୍ଯ୍ୟନ୍ତ ରାଜ୍ୟ ଗୁଡିକୁ 30କେଟିରୁ ଉର୍ଦ୍ଧ୍ବ ଟିକା ଯୋଗାଇଛି କେନ୍ଦ୍ର
ତେବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ରାଜ୍ୟମାନଙ୍କୁ 30 କୋଟି 33ଲକ୍ଷ 27 ହଜାର 440 ଟିକା ଯୋଗାଇଥିବା ବେଳେ ଏଥି ମଧ୍ୟରୁ ଅପଚୟ ସମେତ ମୋଟ 28 କୋଟି 43ଲକ୍ଷ 40 ହଜାର 936 ଡୋଜ ଟିକା ଦିଆଯାଇଛି । ଏନେଇ କେନ୍ଦ୍ରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
@ANI