ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ପୋଲିସ କଣ୍ଟ୍ରୋଲ ରୁମକୁ ଗ୍ରେନେଡ ମାଡ । ଆତଙ୍କବାଦୀ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ଗତକାଲି ରାତି ୭ଟା ୪୫ ମିନିଟରେ ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ଏହି ଘଟଣାରେ କେହି ଆହତ ହୋଇନଥିବା ପୋଲିସ ସୂଚନା ଦେଇଛି ।
ଶ୍ରୀନଗରରେ ପୋଲିସ କଣ୍ଟ୍ରୋଲ ରୁମକୁ ଗ୍ରେନେଡ ମାଡ - ଶ୍ରୀନଗରରେ ଗ୍ରେନଡ ମାଡ
ଶ୍ରୀନଗରରେ ପୋଲିସ କଣ୍ଟ୍ରୋଲ ରୁମକୁ ଗ୍ରେନେଡ ମାଡ । ଆତଙ୍କବାଦୀ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ
ଶ୍ରୀନଗରରେ ପୋଲିସ କଣ୍ଟ୍ରୋଲ ରୁମକୁ ଗ୍ରେନଡ ମାଡ
ଗ୍ରେନେଡ ମାଡ ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଅଧିକ ସୂଚନାକୁ ଏବେ ଅପେକ୍ଷା କରାଯାଇଥିବା ଜମ୍ମୁ କାଶ୍ମୀର ପୋଲିସ ଟ୍ବିଟ କରି କହିଛି ।
@ANI