ଓଡିଶା

odisha

ETV Bharat / bharat

ପୁଲଓ୍ବାମାରରେ ଆତଙ୍କୀଙ୍କ ଗୁଳି ମାଡରେ ପୋଲିସକର୍ମୀ ଆହତ - ଆତଙ୍କୀଙ୍କ ଗୁଳି ମାଡରେ ପୋଲିସକର୍ମୀ ଆହତ

ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଫୁଟିଲା ଗୁଳି, ଆତଙ୍କୀଙ୍କ ଗୁଳିମାଡରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଆତଙ୍କୀଙ୍କ ଗୁଳି ମାଡରେ ପୋଲିସକର୍ମୀ ଆହତଆତଙ୍କୀଙ୍କ ଗୁଳି ମାଡରେ ପୋଲିସକର୍ମୀ ଆହତ
ଆତଙ୍କୀଙ୍କ ଗୁଳି ମାଡରେ ପୋଲିସକର୍ମୀ ଆହତ

By

Published : May 13, 2022, 10:04 AM IST

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କୀଙ୍କ ଗୁଳିମାଡରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା । ପୁଲଓ୍ବାମାର ଗାଡୋରା ଅଞ୍ଚଳରେ ରହୁଥିବା ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀଙ୍କୁ ତାଙ୍କ ବାସଭବନରେ ଆତଙ୍କବାଦୀ ଗୁଳି କରିଥିବା ଅଭିଯୋଗ ହୋଇଛି । ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆହତ ଅଧିକାରୀ ଜଣଙ୍କ ନାମ ରିୟାଜ ଅହମ୍ମଦ ଥୋକର । ଗୁରୁତର ଅବସ୍ଥାରେ ତାଙ୍କୁ ପୁଲଓ୍ବାମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଅଧିକ ସୂଚନାକୁ ଏବେ ଅପେକ୍ଷା କରାଯାଇଛି ।

ABOUT THE AUTHOR

...view details