ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜୁନ 2024 ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ପାରିତ । ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହ ।
JP Nadda's Term Extended By One Year: ବଢିଲା ନଡ୍ଡାଙ୍କ କାର୍ଯ୍ୟକାଳ - ଜେପି ନଡ୍ଡାଙ୍କ କାର୍ଯ୍ୟକାଳ
ଚଳିତ ମାସ 20 ରେ ଶେଷ ହେଉଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଗତ 20 ଜାନୁୟାରୀ 2020ରେ ବିଦାୟୀ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ଦଳୀୟ କମାଣ ନେଇଥିଲେ ନଡ୍ଡା । ଅଧିକ ପଢନ୍ତୁ
![JP Nadda's Term Extended By One Year: ବଢିଲା ନଡ୍ଡାଙ୍କ କାର୍ଯ୍ୟକାଳ BJP National Executive Meeting](https://etvbharatimages.akamaized.net/etvbharat/prod-images/768-512-17507750-thumbnail-3x2-vv.jpg)
BJP National Executive Meeting
JP Nadda's Term Extended By One Year
ଚଳିତ ମାସ 20 ରେ ଶେଷ ହେଉଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଗତ 20 ଜାନୁୟାରୀ 2020 ରେ ବିଦାୟୀ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ଦଳୀୟ କମାଣ ନେଇଥିଲେ ନଡ୍ଡା । ଚଳିତ ବର୍ଷ 9 ଟି ରାଜ୍ୟ ବିଧାନସଭା ଓ ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ବିଜେପି ଜାତୀୟ କାର୍ଯ୍ୟକାରିଣୀର ନିଷ୍ପତ୍ତି ।
Last Updated : Jan 17, 2023, 4:50 PM IST