ଓଡିଶା

odisha

ETV Bharat / bharat

ଦଶମ ଓ ଦ୍ୱାଦଶ ବୋର୍ଡ ଅଫ୍‌ଲାଇନ ପରୀକ୍ଷା ବାତିଲ ପିଟିସନ ଖାରଜ - ଅଫଲାଇନ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ଦଶମ ଓ ଦ୍ବାଦଶ ଅଫଲାଇନ ପରୀକ୍ଷା ବାତିଲ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ତେବେ କିଛି ଦିନ ପୂର୍ବରୁ ଅଫଲାଇନ ପରୀକ୍ଷା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଅଧିକ ପଢନ୍ତୁ

ଦଶମ ଓ ଦ୍ବାଦଶ ଅଫଲାଇନ ପରୀକ୍ଷା: ଖାରଜ କଲେ ସୁପ୍ରିମ କୋର୍ଟ
ଦଶମ ଓ ଦ୍ବାଦଶ ଅଫଲାଇନ ପରୀକ୍ଷା: ଖାରଜ କଲେ ସୁପ୍ରିମ କୋର୍ଟ

By

Published : Feb 23, 2022, 3:15 PM IST

ନୂଆଦୀଲ୍ଲୀ:ଦଶମ ଓ ଦ୍ବାଦଶ ଅଫଲାଇନ ପରୀକ୍ଷା ବାତିଲ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ତେବେ କିଛି ଦିନ ପୂର୍ବରୁ ଅଫଲାଇନ ପରୀକ୍ଷା ବନ୍ଦ କରିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ଆଜି ସୁପ୍ରିମକୋର୍ଟ ଦ୍ବାରା ଗଠିତ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରିଛନ୍ତି ।

ଅନ୍ୟପଟେ ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ପଥଭ୍ରଷ୍ଟ ଆଶା ସଂଚାର କରିବ ବୋଲି ଜଷ୍ଟିସ୍‌ ଏମ ଖାନୱିଲକର କହିଛନ୍ତ । ସାରା ଦେଶରେ ଷ୍ଟେଟବୋର୍ଡ, CBSE, ICSE, NIOS ଅଫଲାଇନ ପରୀକ୍ଷା ବାତିଲ କରିବାକୁ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

@ANI

ABOUT THE AUTHOR

...view details