ଓଡିଶା

odisha

ETV Bharat / bharat

ଓଡିଶା ଉପକୂଳରୁ ଅଗ୍ନି-4 ର ପରୀକ୍ଷଣ ସଫଳ - ଅଗ୍ନି 4 ର ପରୀକ୍ଷଣ ସଫଳ

ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-4ର ପରୀକ୍ଷଣ ସଫଳ । ଅବଦୁଲ୍ଲ କଲାମ ଦ୍ବୀପରୁ ସନ୍ଧ୍ୟାରେ ଉତକ୍ଷେପଣ । ଅଧିକ ପଢନ୍ତୁ

ଓଡିଶା ଉପକୂଳରୁ ଅଗ୍ନି-4 ର ପରୀକ୍ଷଣ ସଫଳ
ଓଡିଶା ଉପକୂଳରୁ ଅଗ୍ନି-4 ର ପରୀକ୍ଷଣ ସଫଳ

By

Published : Jun 6, 2022, 9:04 PM IST

Updated : Jun 6, 2022, 10:27 PM IST

ବାଲେଶ୍ବର/ଭଦ୍ରକ:ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-4 ର ପରୀକ୍ଷଣ ସଫଳ ହୋଇଛି । ଆଜି ଭଦ୍ରକ ଜିଲ୍ଲାର ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ସନ୍ଧ୍ୟା 7 ଟା 30ରେ ସଫଳତାର ସହ ପରୀକ୍ଷଣ ଶେଷ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଆଜିର ପରୀକ୍ଷଣ ସମସ୍ତ ପାରାମିଟର ସଫଳତାର ସହ ଅତିକ୍ରମ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଗ୍ନୀ-4 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 4 ହଜାର କିଲୋମିଟର । ଏଥିରେ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିହେବ। ଏହାକୁ କ୍ରମାଗତ ବିକଶିତ ମଧ୍ୟ କରାଯାଉଛି ।

ଓଡିଶା ଉପକୂଳରୁ ଅଗ୍ନି-4 ର ପରୀକ୍ଷଣ ସଫଳ
Last Updated : Jun 6, 2022, 10:27 PM IST

ABOUT THE AUTHOR

...view details