ଓଡିଶା

odisha

ETV Bharat / bharat

UP sixth phase Polls: ବିଜେପିରେ ବଦଳୁଛି ସମୀକରଣ, ଲାଭ ଦେବନି ଗୋସୁରକ୍ଷା ପ୍ରସଙ୍ଗ!

ଉତ୍ତର ପ୍ରଦେଶରେ ବଦଳୁଛି ବିଜେପିର ସମୀକରଣ । ପୋଷ୍ଟରରୁ ଅଦୃଶ୍ୟ ହେଲାଣି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ । ପୂର୍ବ ପ୍ରଚାର ରଣନୀତିରେ ମଧ୍ୟ ସୁଧାର କରୁଛି ଦଳ । ସଂଶୋଧିତ ହୋଇଛି ପର୍ବ ନିର୍ବାଚନୀ ନାରା । ବିଶେଷ ଲାଭ ଦେବା ପରି ମନେ ହେଉନି ଗୋସୁରକ୍ଷା ଓ ହିନ୍ଦୁତ୍ବ ମୁଦ୍ଦା ।ପୂର୍ବ ପତିଆରା ବଜାୟ ରଖିବା ଦଳ ପାଇଁ ହୋଇପାରେ ପୂର୍ବ ପରୀକ୍ଷା । ବରିଷ୍ଠ ସାମ୍ବାଦିକ ଶ୍ରୀନାନନ୍ଦ ଝାଙ୍କ ସମୀକ୍ଷା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଚାଲିଛି ୟୁପି ପରୀକ୍ଷା  । କିଏ ମାରିବ ବାଜି, କାହାକୁ ବାଛିବେ ଭୋଟର ସେନେଇ ଜାରି ରହିଛି କଳ୍ପନାଜଳ୍ପନା  । ଇତିମଧ୍ୟରେ ୫ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି  । ବାକି ଦୁଇ ପର୍ଯ୍ୟାୟ ପରେ ସରିବ ଉତ୍ତରପ୍ରଦେଶ ନିର୍ବାଚନ । ହେଲେ ଦେଖାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ମତାଦନ ଅପେକ୍ଷା ପଞ୍ଚମ ପର୍ଯ୍ୟାୟ ମତଦାନ ହାର କମ୍ ରହିଛି  । ଯାହାର କାରଣ ଭୁଲ ନିର୍ବାଚନ ପ୍ରଚାର ପ୍ରସଙ୍ଗ ଭାବେ ଚର୍ଚ୍ଚା ହେଉଛି  । ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳ, ଯେଉଁଠାରେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ, ଏହା ଦେଶର ସବୁଠୁ ଦାରିଦ୍ର୍ୟ ପ୍ରପୀଡିତ ଏବଂ ଅନୁନ୍ନତ ଅଞ୍ଚଳ ଅଟେ  । ଏଠାରେ ସମୁଦାୟ ଜନସାଧାରଣଙ୍କ ପାଇଁ ୬୦୦ ହେକ୍ଟର ଜମି ରହିଥିବାବେଳେ ଜଣଙ୍କ ମୁଣ୍ଡପିଛା ହାରାହାରି ଜମି ୧.୧ ହେକ୍ଟର ଅଟେ  । ଏହି ଅଞ୍ଚଳବାସୀଙ୍କ ଜୀବିକା ମୁଖ୍ୟତଃ ଗାଈ ଉପରେ ନିର୍ଭରଶୀଳ ଥିବାବେଳେ କିନ୍ତୁ ଏଠାକାର ଲୋକଙ୍କୁ ମିଳିନି ସେଭଳି ସୁବିଧା । ୟୁପି ସରକାର ସର୍ବଦା ଗୋସୁରକ୍ଷାକୁ ନେଇ ବିଭିନ୍ନ ଅଭିଯାନ ଆରମ୍ଭ କରିଥିବାବେଳେ ଏଥର କିନ୍ତୁ ଶେଷ ତିନୋଟି ପର୍ଯ୍ୟାୟରେ ଏହି ପ୍ରସଙ୍ଗକୁ ତୀର କରି ବିରୋଧଙ୍କୁ ଟାର୍ଗେଟ କରିବାକୁ ଭୁଲି ଯାଇଛି  । ଯାହାକି ନିର୍ବାଚନ ଫଳାଫଳର ମୋଡ ବଦଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତା ତାହା ଏବେ ଶାସକ ଦଳ ବିଜେପି ପାଇଁ ଚ୍ୟାଲେଞ୍ଜଦାୟକ ହୋଇପାରେ ।       ରବିବାର ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଅଯୋଧ୍ୟା, ଆମେଥି, ଚିତ୍ରକୂଟ ସମେତ ୧୨ ଜିଲ୍ଲାରେ ମତଦାନ ହୋଇଥିଲା  । ଏଠାରେ ମତଦାନ ହାର ପ୍ରଥମ ପର୍ଯ୍ୟାୟ ଅପେକ୍ଷା କମ୍ ରହିଛି  । ଏହାର କାରଣ ଗରୀବ ଲୋକଙ୍କ ନିକଟରେ ମୌଳିକ ସେବାର ଅପହଞ୍ଚ  । ଆଗକୁ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଏହି ପଛୁଆ ଅଞ୍ଚଳରେ ହେବାକୁ ଥିବାବେଳେ, ଏପରିସ୍ଥଳେ ଆଗାମୀ ଦୁଇ ପର୍ଯ୍ୟାୟରେ ପଞ୍ଚମ ପର୍ଯ୍ୟାୟର କ୍ଷତିକୁ ଭରଣା କରିପାରିବ କି ନାହିଁ ତାହା ସବୁଠୁ ବଡ ଚ୍ୟାଲେଞ୍ଜ ହେବ  ।    ୨୦୧୭ ପରେ କ'ଣ ବଦଳିଛି  ୨୦୧୭ ନିର୍ବାଚନ ସମୟରେ ୧୨ଟି ଜିଲ୍ଲାର ୬୧ଟି ଆସନରୁ ବିଜେପି ଓ ଅପନା ଦଳ(Apna Dal) ମେଣ୍ଟ ୫୦ ଆସନ ଦଖଲ କରିପାରିଥିଲା । ବହୁଜନ ଦଳ ଖାତାକୁ ୩ଟି ଆସନ ଆସିଥିବାବେଳେ ସମାଜବାଦୀ ପାଟି ଖାତା ଖୋଲିପାରିନଥିଲା । ମୁଖ୍ୟତଃ ଯାଦବ ଏବଂ ମୁସଲମାନ ସମ୍ପ୍ରଦାୟକୁ ସପାର ଦୃଢ ସମର୍ଥକ ଭାବେ ବିବେଚିତ ହୁଅନ୍ତି, କିନ୍ତୁ କୁର୍ମିସ ଓ କୋରିସ୍‌ ଭଳି ଅଣଯାଦବ ଓବିସି ପରି ଏଠାରେ ଏମାନେ ବୃହତ ଅଂଶ ଗଠନ କରନ୍ତି ନାହିଁ  ।    ଏହି ବିଧାନସଭା କ୍ଷେତ୍ରରେ ଅନୁସୂଚିତ(SC) ବର୍ଗର ଭୋଟରଙ୍କ ସଂଖ୍ୟା ୨୨.୫ ପ୍ରତିଶତ ଅଟେ  । ହେଲେ ଏହି ଏସସି(SC) ବର୍ଗ ଯାଟବ ଭୋଟର(ବିଏସପି ମୁଖ୍ୟ ମାୟାବତୀଙ୍କ ସମର୍ଥକ) ଏବଂ ପାସୀସ ଏବଂ ଧୋବିସ୍(Pasis, Dhobis) ଭଳି ଅନ୍ୟ ପଛୁଆ ବର୍ଗ ମଧ୍ୟରେ ବିଭାଜିତ ହୋଇଛନ୍ତି । ଗତ ନିର୍ବାଚନରେ ଭାଜପା ଅଣଯାଦବ ଓବିସି ଏବଂ ଅଣଯାଟବ ଏସସି ବର୍ଗର ମତଦାତାକୁ ନିଜ ଆଡକୁ ଟାଣିବାରେ ସକ୍ଷମ ହୋଇଥିଲା  । ହେଲେ ଏବେ କୁହାଯାଉଛି ଯେ, ପାସୀ ଏବଂ ମୌର୍ଯ୍ୟ ଭୋଟର ବିଜେପି ଠାରୁ ଦୂରେଇ ଯାଇଛନ୍ତି । ଏପରିକି କୁର୍ମିସ ଏବଂ ଓବିସି ବର୍ଗ ମଧ୍ୟ ଏବେ ଗେରୁଆ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହାର କାରଣ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜପୁତ ସମ୍ପ୍ରଦାୟକୁ ଅଧିକ ଗୁରୁତ୍ବ ଦେଉଛନ୍ତି  । ଆହୁରିମଧ୍ୟ, ବିଜେପି ସରକାର ସଂରକ୍ଷଣ କ୍ଷେତ୍ରରେ ଆର୍ଥିକ ଅନଗ୍ରସର ଶ୍ରେଣୀକୁ ଉପେକ୍ଷା କରୁଥିବାର ମଧ୍ୟ ଅଭିଯୋଗ ରହିଛି  । ଏହିଭଳି ବିଭିନ୍ନ କାରଣ ପାଇଁ ଭାଜପା ଠାରୁ ଓବିସି ଭୋଟରଙ୍କ ମୋହ ତୁଟି ଯାଇଥିବାର କୁହାଯାଉଛି  ।     ବିଜେପିର ସମୀକରଣ ସଂଶୋଧନ    ଆସନ୍ତା ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ନିଜ ସମୀକରଣରେ ସଂଶୋଧନ କରିଛି । ବିଗତ ଦିନର ଚିତ୍ରକୁ ଦେଖିଲେ ଏହା ବାରି ହୁଏ  । ପ୍ରଥମତଃ, ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ପାର୍ଟି ପୋଷ୍ଟର ଓ ବ୍ୟାନର କୁଆଡେ ଗାଏବ ହୋଇଯାଇଛି  । ଯେଉଁଠାରେ କି ଯୋଗୀ ଖୋଦ୍ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି  । କହିରଖୁଛୁ କି, ଆସନ୍ତାକାଲି(ଗୁରୁବାର) ଗୋରଖପୁରରେ ଷଷ୍ଠ ପର୍ଯ୍ୟାୟ ମତଦାନ ରହିଛି  ।      ଦ୍ବିତୀୟତଃ, ରାଜ୍ୟବ୍ୟାପୀ ବିଜେପି ଦେଉଥିବା ସ୍ଲୋଗାମରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରିଛି । ପୂର୍ବରୁ ଭାଜପାର ସ୍ଲୋଗାନ ଥିଲା 'ସୋଚ୍ ଇମାନଦାର, କାମ୍ ଇମାନଦାର ଅବ୍‌କୀ ବାର୍‌ ଯୋଗୀ ସରକାର୍‌'(Soch Imaandaar, Kaam Damdar, Abki Baar Yogi Sarkar)  । ହେଲେ ଏବେ 'ସୋଚ୍ ଇମାନଦାର, କାମ୍ ଇମାନଦାର ଅବ୍‌କୀ ବାର୍‌ ବିଜେପି ସରକାର୍‌' ବୋଲି ସ୍ଲୋଗାନ ଦେଉଛି ଦଳ । ତେବେ ପ୍ରଧାନମନ୍ତ୍ରୀ ନିଜ ନାଁ ନେଇ ଭୋଟ ମାଗିବା କୌଣସି ବଡ କଥା ନୁହେଁ, ହେଲେ ନିକଟରେ ଏକ ରାଲିରେ ମୋଦି ଋଷିଆ-ୟୁକ୍ରେନ ବିବାଦ ମୁଦ୍ଦା ଉଠାଇଛନ୍ତି, ଯାହା ଚର୍ଚ୍ଚାର ବିଷୟବସ୍ତୁ  । ୟୁକ୍ରେନ ସଙ୍କଟ ଭଳି ଘଡିସନ୍ଧି ମୂହୁର୍ତ୍ତର ମୁକାବିଲା ପାଇଁ ଜଣେ ମଜବୁତ ପ୍ରଧାନମନ୍ତ୍ରୀ ଲୋକେ ଚାହାନ୍ତି ନାହିଁ କି ବୋଲି ମୋଦି ରାଲିରେ ଲୋକଙ୍କୁ କହିଛନ୍ତି  । କେନ୍ଦ୍ର ପକ୍ଷରୁ ଗରୀବଙ୍କୁ ଲୁଣ ଏବଂ ନିଃଶୁକ୍ଲ ଖାଦ୍ୟ ମିଳୁଥିବାର କହି ପିଏମ୍‌ ଭୋଟ ମାଗିଛନ୍ତି । ଏପରିକି ତାଙ୍କୁ କିଛି ବ୍ୟକ୍ତି ମୃତ ଦେଖିବାକୁ ଚାହୁଁଥିବା ଭଳି କିଛି ଭାବପ୍ରବଣ କଥା ସେ ରାଲିରେ କହିଛନ୍ତି  ।    ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଫଟୋ ମୋଦୀଙ୍କ ସହ ପାର୍ଟି ହୋର୍ଡିଂ ଏବଂ ଗୋରଖପୁରରେ ଲାଗିଥିବା ପୋଷ୍ଟରରେ ସ୍ଥାନ ପାଇଛି  । ଏହାର କାରଣ ଭାରତୀ ପାର୍ଟି ପଛୁଆ ବର୍ଗ ଚେହେରା ଅଟନ୍ତି ଏବଂ ମଧ୍ୟପ୍ରଦେଶ ଓବିସି ଶ୍ରେଣୀ ମଧ୍ୟରେ ତାଙ୍କର ଦବ୍‌ଦବା ରହିଛି  । ଏଥିରୁ ଅନୁମେୟ ଯେ, ବିଜେପି ଥିଙ୍କ ଟ୍ୟାଙ୍କ ଅନୁଭବ କରୁଛି କି ବର୍ତ୍ତମାନ ବିଜେପିର ହିନ୍ଦୁତ୍ବ ମୁଦ୍ଦା ଆଗଭଳି ଆଉ ପ୍ରଭାବଶାଳୀ ନୁହେଁ ।    ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ହେଉଛନ୍ତି ଯୋଗୀ ଆଦିତ୍ୟନାଥ  । ତେଣୁ ବିଧାନସଭା ନିର୍ବାଚନ ପାଇଁ ଦଳ ଯୋଗୀଙ୍କ ନେତୃତ୍ବରେ ପ୍ରଚାର ପ୍ରସାର କରୁଛି  । ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗୀ ହୈ ଉପଯୋଗୀ ହୈ ଏବଂ  ଆୟେଗି ତୋ ଯୋଗୀ ହି (କେବଳ ଯୋଗୀ ଜିତିବେ) ସ୍ଲୋଗାନ ଦେଉଛନ୍ତି  ।    ରାଜନୈତିକ ମହଲରେ ଏହା ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ, ହେଲେ ଶେଷ ସମୟରେ କେନ୍ଦ୍ରୀୟ ନେତୃବୃନ୍ଦ ଏହା ଉପରେ ରୋକ୍ ଲଗାଇଥିଲେ  । ଫଳସୂରୁପ ଯୋଗୀ ଗୋରଖପୁରରୁ ପ୍ରାର୍ଥୀ ହୋଇଥିଲେ । ଏଥିରୁ ସ୍ପଷ୍ଟ ଯେ, ଆଗଭଳି ବିଜେପି ଦଳରେ ଏକତା ନାହିଁ ଅଥବା ପାଟିରେ କିଛି ଠିକ୍ ଚାଲିନି । ତେଣୁ ଚଳିତ ନିର୍ବାଚନରେ ବିଜେପି ବହୁମତ ହାସଲ କରିବାରେ ସକ୍ଷମ ହୋଇପାରେ, ମାତ୍ର ପୂର୍ବଭଳି ନିଜର ପତିଆରା ଅତୁଟ ନ ରଖିବାର ସମ୍ଭାବନା ଘନୀଭୂତ ହୋଇଛି  ।    ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ    If cows emerged as the major campaign theme ahead of Sunday's poll for 61 seats across 12 Uttar Pradesh districts in the fifth phase, the reasons are not far to find. Eastern UP where the six and seventh phases of the poll are scheduled, is among the most poverty-stricken and backward of the country's areas, with a landholding of a mere 600 square metres per person against the national average of 1.1 hectares. For voters in the fifth, sixth and seventh phase, who mostly own small and scattered plots, the menace from stray cattle remains an issue of predominant and critical concern.  In keeping with the earlier phases, the voting percentage for the fifth phase--encompassing 12 districts across Ayodhya, Amethi, Chitrakoot, Rae Bareli and Shravasti--remained at a modest 55 per cent. The "beneficiary factor" (of providing direct monetary benefits to the poor) was also likely to have a bigger resonance in this underdeveloped region. But, the question hangs: Has the BJP in the fifth phase been able to compensate for its perceived losses of the earlier phases?  Also read: UP Assembly elections: Will Lord Ram help BJP do an encore in the fifth phase?  What has changed since 2017  In the previous 2017 elections, the BJP together with alliance partner Apna Dal had won 50 of the region's 61 seats while the Samajwadi Party had been wiped out and the Bahujan Samaj Party had won in only three seats. Yadavs and Muslims are considered core supporters of the SP, but do not constitute a huge chunk of voters with the non-Yadav OBC such as the Kurmis and Keoris existing in big numbers.  Scheduled Castes make up for 22.5 per cent of the electorate in the region, but these communities are divided between the Jatav voters (comprising BSP chief Mayawati's loyal vote bank) and other backward communities, including the Pasis, Dhobis and the Koris. In the previous elections, the BJP had been able to string together a rainbow coalition of non-Yadav OBCs and non-Jatav Scheduled Castes. Sections of Pasi and Maurya voters are reported to have moved away from the BJP, while OBC castes, including the Kurmis, are also said to be disenchanted with the saffron party because of what is perceived as Chief Minister Yogi Adityanath's preference on promoting the Rajput community.  Sections of Backward and OBC voters are said to be disenchanted with the BJP for multiple reasons. These include the grievance that the Central government has "diluted" the reservation policy by including the Economically Weaker Sections in the category. Ground reports also suggest that sections of OBCs and Dalits have drifted away from the party because persons belonging to these communities are said to have been the targets of what is called the UP government's "thoko niti" (encounter policy).  Also read: Uttar Pradesh Assembly Polls: Muslims veer more towards Samajwadi Party  The BJP's course correction  There are signs of a course correction being attempted by the saffron party ahead of the remaining two phases of the poll. Certain noteworthy developments of the past few days: First, Chief Minister Yogi Adityanath's photos have gone missing from party posters and banners put up in Gorakhpur where he is also the candidate. Gorakhpur is scheduled to go to polls in the sixth phase on March 2. Second, the BJP slogans across the state have also been slightly, but significantly been modified.  The earlier slogan said, "Soch Imaandaar, Kaam Damdar, Abki Baar Yogi Sarkar." The revised version reads: "Soch Imaandaar, Kaam Damdar, abki baar BJP sarkar." It is also not insignificant that Prime Minister Narendra Modi has, in recent days, been seeking votes in his own name. Speaking at a recent rally, the Prime Minister raised the issue of the Russia-Ukraine war, asking people whether in these turbulent times did not the people want a strong Prime Minister? Modi has also asked for votes as repayment for the "salt" or free meals provided to the poor by the Central government. He has also sought to raise an emotional appeal, stating at a recent gathering that "some people wanted him dead."  It is also significant that former Madhya Pradesh Chief Minister Uma Bharti's photos have appeared alongside Modi in the party hoardings and posters put up in Gorakhpur. Bharti has been the party's backward face and has a following amongst the OBCs in Madhya Pradesh, as also in pockets of Bundelkhand. But, to project her in Eastern UP indicates that the BJP think tank realises that the Hindutva factor is not as effective as earlier.  Also read: Uttar Pradesh Polls: Tough test for BJP in central UP, Bundelkhand  Yogi's strengths and weaknesses  Yogi Adityanath is arguably the BJP's most popular face after Prime Minister Modi. The party's campaign for this election, therefore, has been contested under his leadership. The Prime Minister has also come up with slogans such as "Yogi hai Upyogi Hai" (Yogi is Useful) and "Aayega to Yogi Hi" (Only Yogi will win). At the same time, the BJP leadership is seen as having downplayed Yogi on a number of occasions.  Political talk has, in past months, veered around speculations that Yogi had desired and even made preparations to contest from Ayodhya, but the move was stymied at the last hour by the Central party leadership. The result of all this; the BJP election machinery this time has not appeared as united and robust as earlier, with the party cadres lacking in enthusiasm. The BJP could still reach the majority mark when votes are counted on March 10, but the party is unlikely to retain its earlier strength in the assembly.

By

Published : Mar 2, 2022, 7:45 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜାରି ରହିଛି ନିର୍ବାଚନ । କାହାକୁ ବାଛିବେ ଭୋଟର ସେନେଇ ଜାରି ରହିଛି କଳ୍ପନାଜଳ୍ପନା । ଏହାରି ମଧ୍ୟରେ ୫ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆଉ ୨ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ନିର୍ବାଚନ ଶେଷ ହେବ । ହେଲେ ଦେଖାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ମତାଦନ ଅପେକ୍ଷା ପଞ୍ଚମ ପର୍ଯ୍ୟାୟ ମତଦାନ ହାର କମ୍ ରହିଛି । ଯାହାର କାରଣ ଭୁଲ ନିର୍ବାଚନ ପ୍ରଚାର ପ୍ରସଙ୍ଗ ଭାବେ ଚର୍ଚ୍ଚା ହେଉଛି ।

ପୂର୍ବ ଉତ୍ତର ପ୍ରଦେଶ ଅଞ୍ଚଳ, ଯେଉଁଠାରେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ, ଏହା ଦେଶର ସବୁଠୁ ଦାରିଦ୍ର୍ୟ ପ୍ରପୀଡିତ ଏବଂ ଅନୁନ୍ନତ ଅଞ୍ଚଳ ଅଟେ । ଜାତୀୟ ମୁଣ୍ଡପିଛା ହାରାହାରି 1.1 ହେକ୍ଟର ଜମି ତୁଳନାରେ ଏଠାରେ ମୁଣ୍ଡପିଛା ରହିଛି ମାତ୍ର 600 ବର୍ଗ ମିଟରର ଜମି । ଏହି ଅଞ୍ଚଳବାସୀଙ୍କ ଜୀବିକା ମୁଖ୍ୟତଃ ଗାଈ ଉପରେ ନିର୍ଭରଶୀଳ ଥିବାବେଳେ କିନ୍ତୁ ଏଠାକାର ଲୋକଙ୍କୁ ସେଭଳି ସୁବିଧା ମିଳିନି । ୟୁପି ସରକାର ସର୍ବଦା ଗୋସୁରକ୍ଷାକୁ ନେଇ ବିଭିନ୍ନ ଅଭିଯାନ ଆରମ୍ଭ କରିଥିବାବେଳେ ଏଥର କିନ୍ତୁ ଶେଷ ତିନୋଟି ପର୍ଯ୍ୟାୟରେ ଏହି ପ୍ରସଙ୍ଗକୁ ତୀର କରି ବିରୋଧଙ୍କୁ ଟାର୍ଗେଟ କରିବାକୁ ଭୁଲି ଯାଇଛନ୍ତି । ଯାହାକି ନିର୍ବାଚନ ଫଳାଫଳର ମୋଡ ବଦଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତା, ତାହା ଏବେ ଶାସକ ଦଳ ବିଜେପି ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ ।

ରବିବାର ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଅଯୋଧ୍ୟା, ଆମେଥି, ଚିତ୍ରକୂଟ ସମେତ ୧୨ ଜିଲ୍ଲାରେ ମତଦାନ ହୋଇଥିଲା । ଏଠାରେ ମତଦାନ ହାର ପ୍ରଥମ ପର୍ଯ୍ୟାୟ ଅପେକ୍ଷା କମ୍ ବା ୫୫ ପ୍ରତିଶତ ରହିଛି । ଏହାର କାରଣ ଗରିବ ଲୋକଙ୍କ ନିକଟରେ ମୌଳିକ ସେବାର ଅପହଞ୍ଚ । ଆଗକୁ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଏହି ପଛୁଆ ଅଞ୍ଚଳରେ ହେବାକୁ ଥିବାବେଳେ, ଏପରିସ୍ଥଳେ ଆଗାମୀ ଦୁଇ ପର୍ଯ୍ୟାୟରେ ପଞ୍ଚମ ପର୍ଯ୍ୟାୟର କ୍ଷତିକୁ ଭରଣା କରିପାରିବ କି ନାହିଁ ତାହା ସବୁଠୁ ବଡ ଚ୍ୟାଲେଞ୍ଜ ହେବ ।

୨୦୧୭ ପରେ କ'ଣ ବଦଳିଛି

୨୦୧୭ ନିର୍ବାଚନ ସମୟରେ ୧୨ଟି ଜିଲ୍ଲାର ୬୧ଟି ଆସନରୁ ବିଜେପି ଓ ଅପନା ଦଳ(Apna Dal) ମେଣ୍ଟ ୫୦ ଆସନ ଦଖଲ କରିପାରିଥିଲା । ବହୁଜନ ଦଳ ଖାତାକୁ ୩ଟି ଆସନ ଆସିଥିବାବେଳେ ସମାଜବାଦୀ ପାର୍ଟି ଖାତା ଖୋଲିପାରିନଥିଲା । ମୁଖ୍ୟତଃ ଯାଦବ ଏବଂ ମୁସଲମାନ ସମ୍ପ୍ରଦାୟକୁ ସପାର ଦୃଢ ସମର୍ଥକ ଭାବେ ବିବେଚିତ ହୁଅନ୍ତି, କିନ୍ତୁ କୁର୍ମିସ ଓ କୋରିସ୍‌ ଭଳି ଅଣଯାଦବ ଓବିସି ପରି ଏଠାରେ ଏମାନେ ବୃହତ ଅଂଶ ଗଠନ କରନ୍ତି ନାହିଁ ।

ଏହି ବିଧାନସଭା କ୍ଷେତ୍ରରେ ଅନୁସୂଚିତ(SC) ବର୍ଗର ଭୋଟରଙ୍କ ସଂଖ୍ୟା ୨୨.୫ ପ୍ରତିଶତ ଅଟେ । ହେଲେ ଏହି ଏସସି (SC) ବର୍ଗ ଯାଟବ ଭୋଟର(ବିଏସପି ମୁଖ୍ୟ ମାୟାବତୀଙ୍କ ସମର୍ଥକ) ଏବଂ ପାସୀସ ଏବଂ ଧୋବିସ୍ (Pasis, Dhobis) ଭଳି ଅନ୍ୟ ପଛୁଆ ବର୍ଗ ମଧ୍ୟରେ ବିଭାଜିତ ହୋଇଛନ୍ତି । ଗତ ନିର୍ବାଚନରେ ଭାଜପା ଅଣଯାଦବ ଓବିସି ଏବଂ ଅଣଯାଦବ ଏସସି ବର୍ଗର ମତଦାତାକୁ ନିଜ ଆଡକୁ ଟାଣିବାରେ ସକ୍ଷମ ହୋଇଥିଲା । ହେଲେ ଏବେ କୁହାଯାଉଛି ଯେ, ପାସୀ ଏବଂ ମୌର୍ଯ୍ୟ ଭୋଟର ବିଜେପି ଠାରୁ ଦୂରେଇ ଯାଇଛନ୍ତି । ଏପରିକି କୁର୍ମିସ ଏବଂ ଓବିସି ବର୍ଗ ମଧ୍ୟ ଏବେ ଗେରୁଆ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହାର କାରଣ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜପୁତ ସମ୍ପ୍ରଦାୟକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଆହୁରିମଧ୍ୟ, ବିଜେପି ସରକାର ସଂରକ୍ଷଣ କ୍ଷେତ୍ରରେ ଆର୍ଥିକ ଅନଗ୍ରସର ଶ୍ରେଣୀକୁ ଉପେକ୍ଷା କରୁଥିବାର ମଧ୍ୟ ଅଭିଯୋଗ ରହିଛି । ଏହିଭଳି ବିଭିନ୍ନ କାରଣ ପାଇଁ ଭାଜପା ଠାରୁ ଓବିସି ଭୋଟରଙ୍କ ମୋହ ତୁଟି ଯାଇଥିବାର କୁହାଯାଉଛି ।

ବିଜେପିର ସମୀକରଣ ସଂଶୋଧନ

ଆସନ୍ତାକାଲି (ଗୁରୁବାର) ଗୋରଖପୁରରେ ଷଷ୍ଠ ପର୍ଯ୍ୟାୟ ମତଦାନ ରହିଛି । ଗତ କିଛି ଦିନର ବିଜେପି ରଣନୀତିକୁ ଦେଖିଲେ ସ୍ପଷ୍ଟ ହୁଏ ଯେ, ଆସନ୍ତା ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ନିଜ ସମୀକରଣରେ ସଂଶୋଧନ କରିଥିବା ପରି ମନେହୁଏ । ପ୍ରଥମତଃ ଗୋରଖପୁରରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଦଳୀୟ ପୋଷ୍ଟର ଓ ବ୍ୟାନରରେ ଦେଖିବାକୁ ମିଳୁନାହିିଁ । ଏପରି ସମୟରେ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବାରେ ଲାଗିିଛି ।

ଦ୍ବିତୀୟତଃ, ରାଜ୍ୟବ୍ୟାପୀ ବିଜେପି ଦେଉଥିବା ସ୍ଲୋଗାମରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଲାଣି । ପୂର୍ବରୁ ଭାଜପାର ସ୍ଲୋଗାନ ଥିଲା 'ସୋଚ୍ ଇମାନଦାର, କାମ୍ ଇମାନଦାର ଅବ୍‌କୀ ବାର୍‌ ଯୋଗୀ ସରକାର୍‌'(Soch Imaandaar, Kaam Damdar, Abki Baar Yogi Sarkar) । ହେଲେ ଏବେ ସେଥିରେ ସାମାନ୍ୟ ପରବର୍ତ୍ତନ କରି 'ସୋଚ୍ ଇମାନଦାର, କାମ୍ ଇମାନଦାର ଅବ୍‌କୀ ବାର୍‌ ବିଜେପି ସରକାର୍‌' ବୋଲି ସ୍ଲୋଗାନ ଦେଉଛି ଦଳ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନିଜ ନାଁ ନେଇ ଭୋଟ ମାଗିବା କୌଣସି ବଡ କଥା ନୁହେଁ, ହେଲେ ନିକଟରେ ଏକ ରାଲିରେ ମୋଦି ଋଷିଆ-ୟୁକ୍ରେନ ବିବାଦ ମୁଦ୍ଦା ଉଠାଇଛନ୍ତି, ଯାହା ଚର୍ଚ୍ଚାର ବିଷୟବସ୍ତୁ । ୟୁକ୍ରେନ ସଙ୍କଟ ଭଳି ଘଡିସନ୍ଧି ମୂହୁର୍ତ୍ତର ମୁକାବିଲା ପାଇଁ ଦେଶବାସୀ ଜଣେ ଦୃଢ ପ୍ରଧାନମନ୍ତ୍ରୀ ଚାହାନ୍ତି ନାହିଁ କି ବୋଲି ମୋଦି ଉପସ୍ଥିତ ଲୋକଙ୍କୁ ପଚାରିଥିବା ଦେଖିବାକୁୁ ମିଳିଥିଲା । କେନ୍ଦ୍ର ପକ୍ଷରୁ ଗରିବଙ୍କୁ ଲୁଣ ଏବଂ ନିଃଶୁଳ୍କ ଖାଦ୍ୟ ମିଳୁଥିବାର କହି ପ୍ରଧାନମନ୍ତ୍ରୀ ଭୋଟ ମାଗିଥିବାବେଳେ ଏପରିକି ତାଙ୍କୁ କିଛି ବ୍ୟକ୍ତି ମୃତ ଦେଖିବାକୁ ଚାହୁଁଥିବା ଭଳି କିଛି ଭାବପ୍ରବଣ ତଥ୍ୟ ମଧ୍ୟ ନିର୍ବାଚନୀ ଜନସଭାରେ ଉଲ୍ଲେଖ ମଧ୍ୟ କରିଥିଲେ ।

ଅନ୍ୟ ଏକ କ୍ରମରେ, ଦଳୀୟ ହୋଡିଂରେ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଫଟୋର ପୋଷ୍ଟର ଗୋରଖପୁରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଲିଛି । ଭାରତୀଙ୍କ ପାର୍ଟି ପଛୁଆ ବର୍ଗ ଚେହେରା ଏବଂ ମଧ୍ୟପ୍ରଦେଶ ଓବିସି ଶ୍ରେଣୀରେ ତାଙ୍କର ପ୍ରଭାବ ମଧ୍ୟ ରହିଛି । ତଥାପି ତାଙ୍କୁ ସାମ୍ନାକୁ ଆଣିବା ପୂର୍ବରୁ ବିଜେପି ମଧ୍ୟ ଅନୁଭବ କରିସାରିଲାଣି ଏହି ପର୍ଯ୍ୟାୟରେ ହିନ୍ଦୁତ୍ବ ମୁଦ୍ଦା ଆଗଭଳି ଆଉ ପ୍ରଭାବଶାଳୀ ନୁହେଁ ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶକ୍ତି ଓ ବିଫଳତା:-

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ବିଜେପିର ସବୁଠୁ ଚର୍ଚ୍ଚିତ ଚେହେରା ଭାବେ ଯୋଗୀ ଆଦିତ୍ୟନାଥଙ୍କୁ ବିଚାର କରାଯାଏ । ତେଣୁ ବିଧାନସଭା ନିର୍ବାଚନ ପାଇଁ ଦଳ ଯୋଗୀଙ୍କ ନେତୃତ୍ବରେ ପ୍ରଚାର ଅଭିଯାନ ଜାରି ରଖିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗୀ ହୈ ଉପଯୋଗୀ ହୈ ଏବଂ ଆୟେଗି ତୋ ଯୋଗୀ ହି (କେବଳ ଯୋଗୀ ଜିତିବେ) ସ୍ଲୋଗାନ ମଧ୍ୟ ଦେଉଛନ୍ତି ।

ରାଜନୈତିକ ମହଲରେ ଅନ୍ୟ ଏକ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ,ଶେଷ ମୁହୂର୍ତ୍ତରେ କେନ୍ଦ୍ରୀୟ ନେତୃବୃନ୍ଦ ଏହା ଉପରେ ରୋକ୍ ଲଗାଇଥିଲେ । ଫଳସୂରୁପ ଯୋଗୀ ଗୋରଖପୁରରୁ ପ୍ରାର୍ଥୀ ହୋଇଥିଲେ । ଏଥିରୁ ସ୍ପଷ୍ଟ ଯେ, ଆଗଭଳି ବିଜେପି ଦଳରେ ଏକତା ନାହିଁ ଅଥବା ପାଟିରେ କିଛି ଠିକ୍ ଚାଲିନି । ତେଣୁ ଚଳିତ ନିର୍ବାଚନରେ ବିଜେପି ବହୁମତ ହାସଲ କରିବାରେ ସକ୍ଷମ ହୋଇପାରେ, ମାତ୍ର ପୂର୍ବଭଳି ନିଜର ପତିଆରା ଅତୁଟ ନ ରଖିବାର ସମ୍ଭାବନା ଘନୀଭୂତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details