ଓଡିଶା

odisha

ETV Bharat / bharat

ହରିୟାଣାରେ 7 ଦିନିଆ ଲକଡାଉନ୍ - 7 ଦିନ ପାଇଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ

ମେ’ 3 ତାରିଖରୁ ମେ 10 ତାରିଖ ପର୍ଯ୍ୟନ୍ତ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ । ଅଧିକ ପଢନ୍ତୁ...

ସୋମବାରଠୁ 7 ଦିନ ପାଇଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ
ସୋମବାରଠୁ 7 ଦିନ ପାଇଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ

By

Published : May 2, 2021, 4:04 PM IST

ଚଣ୍ଡୀଗଡ:କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ । ମେ’ 3 ତାରିଖରୁ ମେ 10 ତାରିଖ ପର୍ଯ୍ୟନ୍ତ ହରିୟାଣା ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା ।

ସୋମବାରଠୁ 7 ଦିନ ପାଇଁ ହରିୟାଣା ସମ୍ପୂର୍ଣ୍ଣ ଲକଡାଉନ

କୋରୋନା ସଂକ୍ରମଣକୁ ବୃଦ୍ଧିକୁ ଦୃଷ୍ଟିରେ ରଖି 7 ଦିନ ହରିୟାଣାରେ ଲକଡାଉନ ଘୋଷଣା କରାଯାଇଛି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ।

24 ଘଣ୍ଟାରେ ହରିୟାଣାରୁ 13,588 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିୟାଣାରେ 7 ଦିନ ଲକଡାଉନ ଘୋଷଣା କରିଛନ୍ତି ହରିୟାଣା ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details