ଓଡିଶା

odisha

By

Published : Apr 20, 2021, 8:28 PM IST

ETV Bharat / bharat

ଦିଲ୍ଲୀରେ କିଛି ଘଣ୍ଟା ପାଇଁ ବଞ୍ଚିଛି ଅକ୍ସିଜେନ ! କେନ୍ଦ୍ରକୁ କେଜ୍ରିୱାଲଙ୍କ ଆକୁଳ ନିବେଦନ

ଆଉ ମାତ୍ର କିଛି ଘଣ୍ଟା ପାଇଁ ଦିଲ୍ଲୀରେ ବଞ୍ଚିଛି ଅକ୍ସିଜେନ । ତୁରନ୍ତ ଅକ୍ସିଜେନ ଯୋଗାଇବାକୁ କେନ୍ଦ୍ରକୁ ଆକୁଳ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଅଧିକ ପଢନ୍ତୁ...

ଦିଲ୍ଲୀରେ କିଛି ଘଣ୍ଟା ପାଇଁ ବଞ୍ଚିଛି ଅକ୍ସିଜେନ ! କେନ୍ଦ୍ରକୁ କେଜ୍ରିୱାଲଙ୍କ ଆକୁଳ ନିବେଦନ
ଦିଲ୍ଲୀରେ କିଛି ଘଣ୍ଟା ପାଇଁ ବଞ୍ଚିଛି ଅକ୍ସିଜେନ ! କେନ୍ଦ୍ରକୁ କେଜ୍ରିୱାଲଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ସଙ୍କଟ । ଆଉ ମାତ୍ର କିଛି ଘଣ୍ଟା ପାଇଁ ବଞ୍ଚିଛି ଅକ୍ସିଜେନ । ତୁରନ୍ତ ଅକ୍ସିଜେନ ଯୋଗାଇବାକୁ କେନ୍ଦ୍ରକୁ ଆକୁଳ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

ଦିଲ୍ଲୀରେ କିଛି ଘଣ୍ଟା ପାଇଁ ବଞ୍ଚିଛି ଅକ୍ସିଜେନ ! କେନ୍ଦ୍ରକୁ କେଜ୍ରିୱାଲଙ୍କ ଆକୁଳ ନିବେଦନ

ଦିଲ୍ଲୀରେ ଦୈନିକ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ହସ୍ପିଟାଲଗୁଡିକରେ ଅକ୍ସିଜେନର ମାତ୍ରା କମିକମି ଆସୁଥିବା ନେଇ ଅଭିଯୋଗ ହେଉଛି । ଏନେଇ ମଙ୍ଗଳବାର ଟ୍ବିଟ କରି ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀରେ କିଛି ଘଣ୍ଟା ପାଇଁ ବଞ୍ଚିଛି ଅକ୍ସିଜେନ ! କେନ୍ଦ୍ରକୁ କେଜ୍ରିୱାଲଙ୍କ ଆକୁଳ ନିବେଦନ

ସେପଟେ କେଉଁ ହସ୍ପିଟାଲରେ କେତେ ଅକ୍ସିଜେନ ରହିଛି, ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଧିକାଂଶ ହସ୍ପିଟାଲରେ ମାତ୍ର 8ରୁ 12 ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ ବଞ୍ଚିଛି । ଆଉ କେତୋଟି ହସ୍ପିଟାଲରେ 5 ଘଣ୍ଟାରୁ ବି କମ ସମୟ ପାଇଁ ଅକ୍ସିଜେନ ବଞ୍ଚିଥିବା କୁହାଯାଉଛି ।

ABOUT THE AUTHOR

...view details