ଶ୍ରୀନଗର: ଉତ୍ତର କାଶ୍ମୀରର ଉରି ଅଞ୍ଚଳରେ ଥିବା ଦୁଲାନଜା ଗାଁର ସୀମା ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରିଥିବା ସୁରକ୍ଷା ବାହିନୀ ଦାବି କରିଛି। ସୂତ୍ରରୁ ପ୍ରକାଶ ଯେ ବୁଧବାର ସନ୍ଧ୍ୟାରେ ସେନା ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଜଣେ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରିଥିଲା।
ପାକିସ୍ତାନୀ ଅନୁପ୍ରବେଶକାରୀକୁ ଏନକାଉଣ୍ଟର କଲା BSF - ପାକିସ୍ତାନୀ ଅନୁପ୍ରବେଶକାରୀ
ଉତ୍ତର କାଶ୍ମୀରର ଉରି ଅଞ୍ଚଳରେ ଥିବା ଦୁଲାନଜା ଗାଁର ସୀମା ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରିଥିବା ସୁରକ୍ଷା ବାହିନୀ ଦାବି କରିଛି। ଅଧିକ ପଢନ୍ତୁ...

ବିଏସଏଫ
ସୂଚନାଯୋଗ୍ୟ ଯେ ମଙ୍ଗଳବାର ସୀମା ସୁରକ୍ଷା ବଳ (ବିଏସଏଫ) ଜାମ୍ମୁର ସାମ୍ବା ସେକ୍ଟରର ଚାକ ଫାକିରା ଅଞ୍ଚଳରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ