ନୂଆଦିଲ୍ଲୀ: କେନ୍ଦ୍ର ଏବଂ ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶ ସର୍ବିଆର ଜାତୀୟ ଦିବସ ଅବସରରେ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସର୍ବିଆର ବୈଦେଶିକ ମନ୍ତ୍ରୀ ନିକୋଲା ସେଲାକୋଭିକ, ସରକାର ଓ ନାଗରିକଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି ।
ଜୟଶଙ୍କର ଟ୍ବିଟ କରିଛନ୍ତି ଯେ "ଏଫଏମ ନିକୋଲା ସେଲାକୋଭିକ, ସର୍ବିୟା ସରକାର ଓ ନାଗିରକଙ୍କୁ ଜାତୀୟ ଦିବସର ଶୁଭେଚ୍ଛା । ଆମର ଦୃଢ ଏବଂ ସମୟ ପରିକ୍ଷିତ ସମ୍ପର୍କ ଆଗକୁ ବଢିବା ସହିତ ଅଧିକ ଦୃଢୀଭୂତ ହେବ ।"