ଓଡିଶା

odisha

ETV Bharat / bharat

ଅଶାନ୍ତ ବଙ୍ଗ, CBI ଅଫିସ ବାହାରେ ଟିଏମସି କର୍ମୀଙ୍କ ପଥର ମାଡ - westbengal crowds

ନାରଦା ଷ୍ଟିଙ୍ଗ ମାମଲାରେ ସୋମବାର ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ସରଗରମ ରାଜ୍ୟ ରାଜନୀତି । ମନ୍ତ୍ରୀଙ୍କ ଗିରଫ ବିରୋଧରେ ସିବିଆଇ ଅଫିସ ବାହାରେ ପ୍ରଦର୍ଶନ ଜାରି ରଖିଛନ୍ତି ତୃଣମୂଳ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ...

ଅଶାନ୍ତ ବଙ୍ଗ, CBI ଅଫିସ ବାହାରେ ବେକାବୁ ଟିଏମସି କର୍ମୀଙ୍କ ପଥରମାଡ
ଅଶାନ୍ତ ବଙ୍ଗ, CBI ଅଫିସ ବାହାରେ ବେକାବୁ ଟିଏମସି କର୍ମୀଙ୍କ ପଥରମାଡ

By

Published : May 17, 2021, 3:23 PM IST

କୋଲକାତା: ପଶ୍ଚିମବଙ୍ଗରେ ହାଇଡ୍ରାମା । ଜୋରଦାର ହଙ୍ଗାମା ଓ ପଥରଫିଙ୍ଗାରେ ଅଶାନ୍ତ ହୋଇପଡିଛି ବଙ୍ଗ । ନାରଦା ଷ୍ଟିଙ୍ଗ ମାମଲାରେ ସୋମବାର ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ସରଗରମ ରାଜ୍ୟ ରାଜନୀତି । ମନ୍ତ୍ରୀଙ୍କ ଗିରଫ ବିରୋଧରେ ସିବିଆଇ ଅଫିସ ବାହାରେ ପ୍ରଦର୍ଶନ ଜାରି ରଖିଛନ୍ତି ତୃଣମୂଳ କଂଗ୍ରେସ କର୍ମୀ ।

ଅଶାନ୍ତ ବଙ୍ଗ, CBI ଅଫିସ ବାହାରେ ବେକାବୁ ଟିଏମସି କର୍ମୀଙ୍କ ପଥରମାଡ

ବେକାବୁ ଟିଏମସି କର୍ମୀ ସିବିଆଇ କାର୍ଯ୍ୟାଳୟ ବାହାରେ ପଥର ମାଡ କରିଛନ୍ତି । ଏହି ସମୟରେ ସ୍ଥିତି ଅଣାୟତ ହେବାରୁ ସୁରକ୍ଷାକର୍ମୀଙ୍କୁ ଲାଠି ଚାର୍ଜ କରିବାକୁ ପଡିଛି ।

ପଶ୍ଚିମବଙ୍ଗର ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ସୋମ୍ବାର ତୃଣମୂଳ କଂଗ୍ରେସର ଦୁଇ ମନ୍ତ୍ରୀ ଏବଂ ମମତା ସରକାରର ଜଣେ ବିଧାୟକଙ୍କୁ ଗିରଫ କରିଛି। ବର୍ତ୍ତମାନ ସିବିଆଇ ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଏବଂ ଟିଏମସିର ପୂର୍ବତନ ନେତା ଶୋଭନ ଚାଟାର୍ଜୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ପ୍ରସ୍ତୁତ ହେଉଛି ।

ABOUT THE AUTHOR

...view details