ଓଡିଶା

odisha

By

Published : Apr 22, 2021, 5:55 PM IST

ETV Bharat / bharat

18 ବର୍ଷରୁ ଊର୍ଦ୍ଧ୍ବ ଟୀକାକରଣ: 28ରୁ ପଞ୍ଜିକରଣ ଆରମ୍ଭ

18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ପାଇଁ ଆସନ୍ତା 28 ତାରିଖରୁ ପଞ୍ଜିକରଣ ଆରମ୍ଭ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

18 ବର୍ଷରୁ ଉର୍ଦ୍ଧ୍ବ ଟୀକାକରଣ: 28ରୁ ପଞ୍ଜିକରଣ ଆରମ୍ଭ
18 ବର୍ଷରୁ ଉର୍ଦ୍ଧ୍ବ ଟୀକାକରଣ: 28ରୁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ:ଆସନ୍ତା ମେ 1 ତାରିଖରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପାଇବେ ଟିକା । ତେବେ ଟୀକାକରଣ ପାଇଁ ଆସନ୍ତା 28 ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ହିତାଧିକାରୀମାନେ CoWIN ପ୍ଲାଟଫର୍ମ ଏବଂ ଆରୋଗ୍ୟ ସେତୁ ଆପରେ ନିଜର ପଞ୍ଜିକରଣ କରିବେ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦେଶରେ ସଂକ୍ରମଣ ହାର ଦ୍ରୁତଗତିରେ ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ପୂର୍ବରୁ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ କରାଯାଇଥିଲା ।

@PTI

ABOUT THE AUTHOR

...view details