ହାଇଦ୍ରାବାଦ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହାଇଦ୍ରାବାଦ ସ୍ଥିତ ଡୁଣ୍ତିଗୁଲ ଏୟାର ଫୋର୍ସ ଏକାଡେମୀ ସ୍ନାତକୋତ୍ତର ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଡୁଣ୍ତିଗୁଲ ଏୟାର ଫୋର୍ସ ଏକାଡେମୀରେ ଆୟୋଜିତ ପରେଡରେ ସାମିଲ ହୋଇ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସମ୍ବୋଧିତ କରି ରାଜନାଥ କହିଛନ୍ତି ବାୟୁସେନା, ସ୍ଥଳସେନା, ନୌସେନା, ହାଲ ଅଫିସର ଓ ଅଧିକାରୀଗଣଙ୍କୁ ପ୍ରଶିକ୍ଷଣ ଦେଉଥିବା ଏହି ଏକାଡେମୀ ଅନେକ ଦକ୍ଷ ଅଫିସର ଦେଶକୁ ଦେଇଛି । ଆଉ ଏହି ଏକାଡେମୀରୁ ତାଲିମ ପାଇ ସମସ୍ତ ଅଫିସର ଦେଶ ସେବାରେ ନିଜର ଅବଦାନ ଦେଉଛନ୍ତି ।
ଦେଶ ମାତୃକା ସେବା ପାଇଁ ପ୍ରହରୀ ହେବା ଗୌରବର କଥା:ରାଜନାଥ - ତେଲେଙ୍ଗାନା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ହାଇଦ୍ରାବାଦ ଏୟାର ଫୋର୍ସ ଏକାଡେମୀ ସ୍ନାତକୋତ୍ତର ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶ ମାତୃକା ସେବା ପାଇଁ ପ୍ରହରୀ ହେବା ଗୌରବର କଥା କହିଲେ ସେ । ଅଧିକ ପଢନ୍ତୁ...
ଦେଶ ମାତୃକା ସେବା ପାଇଁ ପ୍ରହରୀ ହେବା ଗୌରବର କଥା :ରାଜନାଥ
ଦେଶ ମାତୃକା ସେବା ପାଇଁ ପ୍ରହରୀ ହେବା ଗୌରବର କଥା :ରାଜନାଥ
ଭାରତରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଜଳ, ବାୟୁ ଏବଂ ସ୍ଥଳ ଯୁଦ୍ଧ ବ୍ୟତୀତ ସାଇବର ଯୁଦ୍ଧ ପାଖେଇ ଆସୁଛି। ଭାରତ ବିବାଦ ସୃଷ୍ଟି କରିବାକୁ ଚାହୁନି ବଂର ଶାନ୍ତି ଚାହୁଁଛି । କେବଳ ସେତିକି ନୁହଁ, ସ୍ବଦେଶୀ ଜ୍ଞାନ ସହିତ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଉଦ୍ଭାବନ କରୁଛୁ। ବାୟୁ ସେନାକୁ ଅଧିକ ମଜବୁତ କରିଛି ରାଫେଲ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ