ଓଡିଶା

odisha

ରାଜସ୍ଥାନର ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ

By

Published : Jun 27, 2021, 10:03 AM IST

ରାଜସ୍ଥାନର ବିକାନେରରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

ରାଜସ୍ଥାନର ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ
ରାଜସ୍ଥାନର ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ

ଜୟପୁର: ରାଜସ୍ଥାନର ବିକାନେରରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି । ଜଣେ ମହିଳା କୋରୋନା ଟେଷ୍ଟ କରିଥିବା ବେଳେ ତାଙ୍କ ନମୁନା ଜିନୋମକ୍ରମ ପାଇଁ ମେ 30ରେ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିଲା ।

ଗତ ଶୁକ୍ରବାର ତାଙ୍କ ରିପୋର୍ଟ ଆସିଛି । ତାଙ୍କ ରିପୋର୍ଟ ଡେଲଟା ପ୍ଲସ ଭାରିଆଣ୍ଟ ଆସିଥିବା କହିଛନ୍ତି ବିକାନେରର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ।

ସେ କହିଛନ୍ତି ଯେ ଏହା ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଏହା ପ୍ରଥମ ମାମଲା। ମହିଳା ଜଣଙ୍କ କୋରୋନା ଟିକା ନେଇଥିଲେ, ତାଙ୍କ ବୟସ 65 ବର୍ଷ। ଏବେ ସେ ସୁସ୍ଥ ଅଛନ୍ତି ।

ABOUT THE AUTHOR

...view details