ନୂଆଦିଲ୍ଲୀ: ସାଗର ରାଣା ମୃତ୍ୟୁ ମାମଲାକୁ ନେଇ ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ । ହତ୍ୟାକାଣ୍ଡରେ ଗୁରୁତର ଅଭିଯୋଗ ହେତୁ ରେଳବାଇ ପୋଲିସ ହେପାଜତରେ ରହୁଥିବା ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କରିଛି ରେଲବାଇ ।
ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ - railway suspended ushil kumar
ସାଗର ରାଣା ମୃତ୍ୟୁ ଘଟଣାକୁ ନେଇ ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ । ଅଧିକ ପଢନ୍ତୁ...
![ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ](https://etvbharatimages.akamaized.net/etvbharat/prod-images/768-512-11890842-thumbnail-3x2-p.jpg)
ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ
ତାଙ୍କୁ ପୂର୍ବ ଦିନ ଏନଡିଏମସିରୁ ଉତ୍ତର ରେଳବାଇକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରେଳବାଇ କହିଛି ଯେ ଏହି ନିଲମ୍ବନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ