ରାୟପୁର: ସଫଳ ହୋଇଛି 100 ଘଣ୍ଟାର ଅପରେସନ୍ । 80 ଫୁଟ ଗାତରେ ଫସିଥିବା ରାହୁଲ ସାହୁ ନିକଟରେ ପହଞ୍ଚିଛି ଉଦ୍ଧାରକାରୀ ଦଳ । ରାହୁଲ ସୁରକ୍ଷିତ ଥିବା କହିଲେ ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ।
100 ଘଣ୍ଟାର ଅପରେସନ: ରାହୁଲ ନିକଟରେ ପହଞ୍ଚିଲେ ରେସ୍କ୍ୟୁ ଟିମ୍, ଉଦ୍ଧାର ପରେ ମେଡିକାଲରେ ହେବେ ଭର୍ତ୍ତି - ଛତିଶଗଡ ଅପରେସନ ସଫଳ
ସଫଳ ହୋଇଛି 100 ଘଣ୍ଟାର ଅପରେସନ୍ । 80 ଫୁଟ ଗାତରେ ଫସିଥିବା ରାହୁଲ ସାହୁ ନିକଟରେ ପହଞ୍ଚିଛି ଉଦ୍ଧାରକାରୀ ଦଳ । ରାହୁଲ ସୁରକ୍ଷିତ ଥିବା କହିଲେ ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ
![100 ଘଣ୍ଟାର ଅପରେସନ: ରାହୁଲ ନିକଟରେ ପହଞ୍ଚିଲେ ରେସ୍କ୍ୟୁ ଟିମ୍, ଉଦ୍ଧାର ପରେ ମେଡିକାଲରେ ହେବେ ଭର୍ତ୍ତି 90 ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ରାହୁଲ : ହସ୍ପିଟାଲରେ ଭର୍ତ୍ତି](https://etvbharatimages.akamaized.net/etvbharat/prod-images/768-512-15559510-thumbnail-3x2-yyy.jpg)
90 ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ରାହୁଲ : ହସ୍ପିଟାଲରେ ଭର୍ତ୍ତି90 ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ରାହୁଲ : ହସ୍ପିଟାଲରେ ଭର୍ତ୍ତି
ଖୁବଶୀଘ୍ର ରାହୁଲକୁ ଟନେଲରୁ ବାହାରକୁ ଅଣାଯିବ । ଉଦ୍ଧାର ପରେ ରାହୁଲକୁ ତୁରନ୍ତ ବିଳାସପୁରର ଆପୋଲୋ ହସ୍ପିଟାଲକୁ ନିଆଯିବ