ଓଡିଶା

odisha

ETV Bharat / bharat

କୋରୋନା ରୋଗୀଙ୍କ ପାଇଁ 10 ହଜାର ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ - କଂଗ୍ରେସ

ଉତ୍ତର ପ୍ରଦେଶର ଆମେଥରେ କୋଭିଡ ରୋଗୀଙ୍କ ପାଇଁ 10,000 ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ପାଇଁ 10 ହଜାର ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ
କୋରୋନା ରୋଗୀଙ୍କ ପାଇଁ 10 ହଜାର ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ

By

Published : May 30, 2021, 9:41 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆମେଥିରେ କୋଭିଡ ରୋଗୀଙ୍କ ପାଇଁ 10, 000 ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋଭିଡ ରୋଗୀଙ୍କ ପାଇଁ ତାଙ୍କ ପୂର୍ବ ଲୋକସଭା ନିର୍ବାଚନ ମଣ୍ଡଳୀକୁ 10 ହଜାର ମେଡିକାଲ କିଟ୍ ପଠାଇଥିବା ଶନିବାର ଦିନ କହିଛନ୍ତି ଦଳର ନେତା ।

କଂଗ୍ରେସର ଜିଲ୍ଲା ୟୁନିଟ୍ ମୁଖ୍ୟ ପ୍ରଦୀପ ସିଂହଲ କହିଛନ୍ତି ଯେ ଦଳର 'ସେବା ସତ୍ୟାଗ୍ରହ' କାର୍ଯ୍ୟକ୍ରମ ଅଧୀନରେ 10,000 ମେଡିକାଲ କିଟ୍ ଆସିଛି ଏବଂ ଏହାକୁ ଆବଶ୍ୟକ କରୁଥିବା ଲୋକଙ୍କୁ ଏହା ଦିଆଯିବ। ଅମେଠୀର ପୂର୍ବତନ ଲୋକସଭା ସାଂସଦ ଥିବା ରାହୁଲ ଗାନ୍ଧୀ ମଧ୍ୟ ଏହା ପୂର୍ବରୁ 20 ଅମ୍ଳଜାନ କନସେଟ୍ରେଟର ଏବଂ 20 ଅମ୍ଳଜାନ ସିଲିଣ୍ଡର ପଠାଇଥିଲେ।

ABOUT THE AUTHOR

...view details