ଅମୃତସର: ପଞ୍ଜାବ ପୋଲିସ ବନୁର ଥାନାରେ ପଞ୍ଜିକୃତ ହୋଇଥିବା ଏକ ଡ୍ରଗ୍ସ ମାମଲା ଆଧାରରେ ପୂର୍ବତନ ମନ୍ତ୍ରୀ ତଥା ଅକାଳି ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିୟାଙ୍କୁ ଅଟକ ରଖିଛି ।
ବରିଷ୍ଠ SAD ନେତା ବିକ୍ରମ ସିଂ ମଜିଠିୟା ଅଟକ, ଡ୍ରଗ୍ସ ମାମଲାରେ ଥାନାରେ ଏତଲା - ବିକ୍ରମ ସିଂ ମଜିଠିୟା ଅଟକ
ପଞ୍ଜାବ ପୋଲିସ ବନୁର ଥାନାରେ ପଞ୍ଜିକୃତ ହୋଇଥିବା ଏକ ଡ୍ରଗ୍ସ ମାମଲା ଆଧାରରେ ପୂର୍ବତନ ମନ୍ତ୍ରୀ ତଥା ଅକାଳି ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିୟାଙ୍କୁ ଅଟକ ରଖିଛି । ଅଧିକ ପଢନ୍ତୁ
Punjab Drugs Case
ରିପୋର୍ଟ ଅନୁସାରେ ବନୁର ଥାନାରେ ଦାୟର ହୋଇଥିବା ମାମଲା ପୋଲିସ SITର ବରିଷ୍ଠ ଅଧିକାରୀ ହରପ୍ରିତ ସିଂ ସିଦ୍ଧୁଙ୍କ ରିପୋର୍ଟ ଆଧାରରେ ହୋଇଛି । ଯେଉଁଥିରେ ପୂର୍ବତନ ମନ୍ତ୍ରୀ ତଥା ଅକାଳି ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିୟାଙ୍କ ବିରୋଧରେ IPC ଧାରା ୨୫,୨୬, ୨୭ NDPS Actରେ ରୁଜୁ ହୋଇଛି ।