ଓଡିଶା

odisha

By

Published : Jun 21, 2022, 4:06 PM IST

ETV Bharat / bharat

President Elections: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଯଶୱନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନ (PresidentElections) ପାଇଁ ମିଳିତ ବିରୋଧୀ ପ୍ରାର୍ଥୀ ଘୋଷଣା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା (Yashwant Sinha) ହେବେ ରାଷ୍ଟ୍ରପତି ପ୍ରାର୍ଥୀ । ଅଧିକ ପଢନ୍ତୁ

PresidPresidentElectionsentElections
PresidentElections

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ (PresidentElections) ପାଇଁ ମିଳିତ ବିରୋଧୀ ପ୍ରାର୍ଥୀ ଘୋଷଣା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା (Yashwant Sinha) ହେବେ ରାଷ୍ଟ୍ରପତି ପ୍ରାର୍ଥୀ ।

ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବସିଥିବା ମିଳିତ ବିରୋଧୀ ଦଳ ବୈଠକରେ ଯଶୱନ୍ତଙ୍କ ନାଁ ଉପରେ ମୋହର ଲାଗିଛି । ବର୍ତ୍ତମାନ ଟିଏମସିରୁ ରାଜ୍ୟସଭା ସାଂସଦ ଥିବା ଯଶୱନ୍ତ ସିହ୍ନା ଆଜି ଟିଏମସିରୁ ଦେଇଛନ୍ତି ଇସ୍ତଫା ।

ABOUT THE AUTHOR

...view details