ଓଡିଶା

odisha

ETV Bharat / bharat

3 ଦିନିଆ ଗୋଆ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ - President Ramnath Kovind arrives Goa

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟାରେ ୩ ଦିନିଆ ଗସ୍ତରେ ଗୋଆର ପାନାଜିରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଗୋଆ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ...

3 ଦିନିଆ ଗୋଆ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ
3 ଦିନିଆ ଗୋଆ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

By

Published : Sep 5, 2021, 8:42 PM IST

ପାନାଜୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟାରେ ୩ ଦିନିଆ ଗସ୍ତରେ ଗୋଆର ପାନାଜିରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଗୋଆ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି । ତାଙ୍କ ସହ ରାଜ୍ୟପାଳ ଇ. ଶ୍ରୀଧରନ୍ ପିଲ୍ଲାଇ ପ୍ରୋଟୋକଲ୍ ମନ୍ତ୍ରୀ ମାଭିନ ଗୁଡିନ୍ହୋ ଏବଂ ବିରୋଧୀ ଦଳର ନେତା ଦିଗମ୍ବର କାମାଟ ସେଠାରେ ଥିଲେ।

3 ଦିନିଆ ଗୋଆ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ରାଷ୍ଟ୍ରପତି ସେଠାରେ ସୋମବାର ଭାରତୀୟ ନୌସେନାର INS ହାଁସାର ହୀରକ ଜୟନ୍ତି ସମାରୋହରେ ଯେଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସେ ନୌସେନା ଅଧିକାରୀଙ୍କୁ ସମ୍ବୋଧିତ କରିବେ ।

3 ଦିନିଆ ଗୋଆ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ସେ ନୌସେନା ଅଧିକାରୀଙ୍କୁ ମଧ୍ୟ ସମ୍ବୋଧିତ କରିବେ। ସେପ୍ଟେମ୍ବର 6 ଏବଂ 7ରେ ତାଙ୍କର ନିର୍ଦ୍ଧାରିତ ଯାତ୍ରା ଶେଷ କରିବା ପରେ ମଙ୍ଗଳବାର ଦିନ ସେ ରାଜଧାନୀ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ପିଲ୍ଲାଇ ରାଜ୍ୟପାଳ ହେବା ପରଠାରୁ ଏହା ଗୋଆକୁ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଏହା ପୂର୍ବରୁ ଅକ୍ଟୋବର 2020ରେ ଗୋଆ ଗସ୍ତ କରିଥିଲେ। ରାଷ୍ଟ୍ରପତି ଗୋଆର ୬୦ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details