ଓଡିଶା

odisha

ETV Bharat / bharat

ଗର୍ଭବତୀ ମହିଳାଙ୍କୁ ମିଳିବ ଭ୍ୟାକ୍ସିନ - Covid19 vaccine

ଗର୍ଭବତୀ ମହିଳାଙ୍କୁ ଦିଆଯିବ ଭ୍ୟାକ୍ସିନ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି । Cowin ପୋର୍ଟାଲରେ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ । ଅଧିକ ପଢନ୍ତୁ...

Pregnancy women get vacc
ଗର୍ଭବତୀ ମହିଳାଙ୍କୁ ମିଳିବ ଭ୍ୟାକ୍ସିନ: Cowin ପୋର୍ଟାଲରେ ଆରମ୍ଭ ହେଲା ରେଜିଷ୍ଟ୍ରେସନ

By

Published : Jul 3, 2021, 7:07 AM IST

ନୂଆଦିଲ୍ଲୀ:ଗର୍ଭବତୀ ମହିଳାଙ୍କୁ ଦିଆଯିବ କୋଭିଡ ଭ୍ୟାକ୍ସିନ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାରଠୁ Cowin ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ କୁହାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉକି, ଭାରତରେ ପ୍ରଥମେ କୋରୋନା ଭ୍ୟାକ୍ସିନେସନ ପ୍ରକ୍ରିୟା ମହାମାରୀ ଲଢେଇର ପ୍ରଣ୍ଟଲାଇନ ୱାର୍କର ତଥା କୋରନା ଯୋଦ୍ଧାଙ୍କୁ ଦିଆଯାଇଥିଲା। ଏହାପରେ ସାରା ଦେଶରେ ବୟସ୍କଙ୍କୁ ଦିଆଯାଇଥିଲା ଭ୍ୟାକ୍ସିନ । ଏହାପରେ 18 ରୁ 44 ବର୍ଷ ବୟସ୍କଙ୍କୁ ଦିଆଯାଉଛି ଭ୍ୟାକ୍ସିନ । କିନ୍ତୁ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରିବା ପାଇଁ ମନା କରାଯାଇଥିଲା ।

ବର୍ତ୍ତମାନ ଭ୍ୟାକ୍ସିନେସନ ପ୍ରକ୍ରିୟା ଚାଲିଛି ସାରା ଦେଶରେ ଲୋକଙ୍କ ଭ୍ୟାକ୍ସିନ ଦିଆଯାଉଛି । ଏହି ଭ୍ୟାକ୍ସିନର ସେଭଳି କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇନଥିବାବେଳେ କାଁ ଭାଁ କିଛି ଲୋକଙ୍କ ଶରୀରରେ ଦେଖାଦେଇଛି ।

ABOUT THE AUTHOR

...view details