ଓଡିଶା

odisha

By

Published : Apr 26, 2022, 4:17 PM IST

ETV Bharat / bharat

ସୋନିଆଙ୍କ ନିମନ୍ତ୍ରଣକୁ ଅଗ୍ରାହ୍ୟ, କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର । ସୋନିଆଙ୍କ ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିବା ରଣଦ୍ବୀପ ସୂର୍ଯେଓ୍ବାଲାଙ୍କ ସୂଚନା । ଅଧିକ ପଢନ୍ତୁ

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର
କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ:କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର । ଦୀର୍ଘଦିନର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦ୍ବୀପ ସୂର୍ଯେଓ୍ବାଲା ।

ରଣଦ୍ବୀପ ସୂର୍ଯେଓ୍ବାଲା କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ସହ ଦଳରେ ବିଧିବଧ ସାମିଲ ହେବାକୁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ । କିନ୍ତୁ ପ୍ରସ୍ତାବକୁ ପ୍ରଶାନ୍ତ ଅଗ୍ରାହ୍ୟ କରିଥିବା ଟ୍ବିଟ କରିଛନ୍ତି ସୂର୍ଯ୍ୟେଓ୍ବାଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details