ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ବୁଧବାର) ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଶତାବ୍ଦୀ ଫାଉଣ୍ଡେସନ ଦିବସ ପାଳନ ଉତ୍ସବରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ବବିଦ୍ୟାଳୟର ଶତାବ୍ଦୀ ସ୍ମୃତି ମୁଦ୍ରା ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମରେ ସେ ଭାରତୀୟ ଡାକ ଏକ ସ୍ବତନ୍ତ୍ର ସ୍ମରଣୀୟ ଡାକ ଷ୍ଟାମ୍ପ ମଧ୍ୟ ପ୍ରକାଶ କରିବେ ।
ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଶତାବ୍ଦୀ ଫାଉଣ୍ଡେସନ ଦିବସରେ ଯୋଗଦେବେ ମୋଦି - University of Lucknow
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ବୁଧବାର) ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଶତାବ୍ଦୀ ଫାଉଣ୍ଡେସନ ଦିବସ ପାଳନ ଉତ୍ସବରେ ଯୋଗଦେବେ । ଅଧିକ ପଢନ୍ତୁ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ 1920 ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହା ଭାରତୀୟ ମୂଲ୍ୟବୋଧ ପ୍ରଣାଳୀରେ ଗୁଣାତ୍ମକ ଶିକ୍ଷାଦାନ, ଅନୁସନ୍ଧାନ ଏବଂ ନବସୃଜନ ମାଧ୍ୟମରେ କ୍ରମାଗତ ଭାବରେ ଜଡିତ ହୋଇ ବିଶ୍ବର ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ରହିବାକୁ ଚେଷ୍ଟା କରିବାର ଏକ ଦୃଷ୍ଟିକୋଣ ସହିତ ପ୍ରତିଷ୍ଠିତ ହୋଇଥିଲା ଏବଂ ଏକ ବୈଦ୍ଧିକ ଭିତ୍ତିଭୂମି ନିର୍ମାଣ ଦିଗରେ କାର୍ଯ୍ୟ କରିଥିଲା । ଯାହା ଦେଶ, ଏହାର ସମାଜ ଏବଂ ମାନବିକତାର ସେବା କରେ ।