ଓଡିଶା

odisha

ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

By

Published : Oct 22, 2021, 7:30 AM IST

ଆଜି ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ପିଏମଓ ଇଣ୍ଡିଆ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

PM Narendra Modi
PM Narendra Modi

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏନେଇ ପିଏମଓ ଇଣ୍ଡିଆ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଗତକାଲି ଟୀକାକରଣରେ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । 100 କୋଟି ଟିକା ଦେଇ ବିରଳ ରେକର୍ଡ ସୃଷ୍ଟି କରିଛି ଭାରତ। ଯାହାକୁ ନେଇ ଦେଶ ତଥା ଦେଶ ବାହାରୁ ପ୍ରଧାନମନ୍ତ୍ରୀଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ଟୀକାକରଣ ଅପୂର୍ବ ସଫଳତା ପରେ ଦେଶବାସୀଙ୍କୁ ଏସମ୍ପର୍କରେ ସମ୍ବୋଧିତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details