ନୂଆଦିଲ୍ଲୀ:ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ସ୍ଥିତି ନେଇ ଭାରତରେ ବଢୁଛିି ଚିନ୍ତା । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତିର ସମୀକ୍ଷା ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାତି ୮.୩୦ ରୁ ଏହି ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି ।
Ukraine issue: ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଜାରି - ୟୁକ୍ରେନ ସଙ୍କଟ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫ମ ୟୁକ୍ରେନ ଯୁଦ୍ଧ ସମୀକ୍ଷା ବୈଠକ । ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ହୋଇପାରେ ସମୀକ୍ଷା । ଅଧିକ ପଢନ୍ତୁ

Ukraine issue: ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆଜି ବସିଥିବା ବୈଠକରେ ବୈଦେଶିକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ହେବେ ସାମିଲ ଥିବା ମଧ୍ୟ ରହିଛି । ଜାରି ରହିଥିବା ଉଦ୍ଧାର ମିଶନ ‘ଅପରେସନ ଗଙ୍ଗା’ର ଅଗ୍ରଗତି ଓ ଭାରତୀୟଙ୍କ ସୁରକ୍ଷା ନେଇ ଆଲୋଚନା ହେବ । ତେବେ ଆଜିର ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ୫ମ ବୈଠକ । କିଛି ନୂଆ ନିଷ୍ପତ୍ତି ନେଇ ମଧ୍ୟ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ