ଓଡିଶା

odisha

ETV Bharat / bharat

ବୋରିସ ଜନସନଙ୍କ ସହ ଫୋନରେ ଆଲୋଚନା କଲେ ପିଏମ ମୋଦି - ବୋରିସ ଜନସନ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ପିଏମ ମୋଦି । ଅଧିକ ପଢନ୍ତୁ...

ବୋରିସ ଜନସନଙ୍କ ସହ ଫୋନରେ ଆଲୋଚନା କଲେ ପିଏମ ମୋଦି
ବୋରିସ ଜନସନଙ୍କ ସହ ଫୋନରେ ଆଲୋଚନା କଲେ ପିଏମ ମୋଦି

By

Published : Nov 27, 2020, 9:53 PM IST

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ପିଏମ ମୋଦି । ଏହି ସମୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ନିବେଶ ସମେତ ଅନେକ ବିଷୟ ଉପରେ ଆଲୋଚନା ହୋଇଛି ।

ବୋରିସ ଜନସନଙ୍କ ସହ ଫୋନରେ ଆଲୋଚନା କଲେ ପିଏମ ମୋଦିବୋରିସ ଜନସନଙ୍କ ସହ ଫୋନରେ ଆଲୋଚନା କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ମୋ ବନ୍ଧୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଆଗାମୀ ଦଶକରେ ଭାରତ-ବ୍ରିଟେନ ସମ୍ବନ୍ଧ ନେଇ ମହତ୍ବାକାଂକ୍ଷୀ ରୋଡ ମ୍ୟାପ ଉପରେ ଚର୍ଚ୍ଚା କରିଛି । ମୋଦି ଆଗକୁ କହିଛନ୍ତି, ନିବେଶ, ପ୍ରତିରକ୍ଷା, ଜଳବାୟୁ ପରିର୍ତ୍ତନ ଓ କୋଭିଡ ବିରୋଧରେ ଲଢିବାରେ ସହଯୋଗ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଛି ।

ସେପଟେ ଶନିବାର କୋରୋନା ଭ୍ୟାକ୍ସିନର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ, ପୁଣେ ଅହମଦାବାଦ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତ ନେଇ ନିଜେ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ବ୍ୟକ୍ତିଗତ ସ୍ତରରେ ଭ୍ୟାକ୍ସିନର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details