ଓଡିଶା

odisha

ETV Bharat / bharat

ସ୍ବାଧୀନତା ସଂଗ୍ରାମୀ ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥିରେ ମୋଦିଙ୍କ ଶ୍ରଦ୍ଧାଞ୍ଜଳି - ସ୍ବାଧିନତା ସଂଗ୍ରାମୀ ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥି

ସମାଜସେବୀ ତଥା ସ୍ବାଧିନତା ସଂଗ୍ରାମୀ ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ସ୍ବାଧୀନତା ସଂଗ୍ରାମୀ ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥିରେ ମୋଦିଙ୍କ ଶ୍ରଦ୍ଧାଞ୍ଜଳି
ସ୍ବାଧୀନତା ସଂଗ୍ରାମୀ ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥିରେ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

By

Published : Feb 25, 2021, 1:36 PM IST

ନୂଆଦିଲ୍ଲୀ:ଆଜି ସ୍ବାଧୀନତା ସଂଗ୍ରାମୀ ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥି । ତାଙ୍କ ପୁଣ୍ୟତିଥିରେ ତାଙ୍କ ଅବଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥିରେ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ସମାଜର କଲ୍ୟାଣ ଓ ଯୁବକ ସଶକ୍ତୀକରଣ ପାଇଁ ମନ୍ନଥୁ ପଦ୍ମନାଭଙ୍କ ବଳିଦାନ ଥିଲା ଅତୁଳନୀୟ । ତାଙ୍କ ଚିନ୍ତାଧାରା ଅନେକଙ୍କୁ ପ୍ରେରଣା ଯୋଗାଇଛି । ସମାଜ ପ୍ରତି ତାଙ୍କ କର୍ତ୍ତବ୍ୟ ତାଙ୍କୁ ସର୍ବଦା ମନେ ରଖିବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମନ୍ନଥୁ ପଦ୍ମନାଭ ଜଣେ ସମାଜସେବୀ ଓ ସ୍ବାଧିନତା ସଂଗ୍ରାମୀ ଭାବରେ ବେଶ ଜଣାଶୁଣା । ସେ 1878 ମସିହା ଜାନୁଆରୀ 2ତାରିଖରେ ଜନ୍ମ ଗ୍ରହଣ କରିଥିଲେ । 1970 ମସିହା ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା । 1914 ମସିହା ଅକ୍ଟୋବର 31ରେ ସେ ନାର ସର୍ଭିସ ସୋସାଇଟ ପ୍ରତିଷ୍ଠା କରିଥିଲେ (ଏନଏସଏସ) । ଦେଶ ପ୍ରତି ତାଙ୍କ ଅବଦାନ ପାଇଁ 1966 ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

@ANI

For All Latest Updates

TAGGED:

PM Modi

ABOUT THE AUTHOR

...view details