ନୂଆଦିଲ୍ଲୀ : ଆଜି ଶହୀଦ ଦିବସ । ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ଶୁକଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶପ୍ରତି ସ୍ବାଧିନତା ସଂଗ୍ରାମଙ୍କ ବଳିଦନାକୁ ଦେଶ ଓ ଜାତି କେବେ ଭୁଲି ପାରିବ ନାହିଁ ।
ଶହୀଦ ଦିବସରେ ସ୍ବାଧିନତା ସଂଗ୍ରାମୀଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି - ମୋଦିଙ୍କ ଶ୍ରଦ୍ଧାଞ୍ଜଳୀ
ଆଜି ଶହୀଦ ଦିବସ । ସ୍ବାଧିନତା ସଂଗ୍ରାମୀଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି । ସଂଗ୍ରାମୀଙ୍କୁ ମନେପକାଉଛି ଦେଶ । ଅଧିକ ପଢନ୍ତୁ...
ସହିଦ ଦିବସରେ ସ୍ବାଧିନତା ସଂଗ୍ରାମୀଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳୀ
ଦେଶ ପ୍ରତି ସେମାନଙ୍କ ଅବଦାନ ଅତୁଳନୀୟ ଓ ପ୍ରେରଣାଦାୟୀ ହୋଇ ରହିବ ବୋଲି ମୋଦି ଟୁଇଟ କରିଛନ୍ତି । ଏହି ଦିନ ହିଁ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ବ୍ରିଟିଶ ସରକାର ମୃତ୍ୟୁଦଣ୍ଡ ଦେଇଥିଲେ। ଯାହାକୁ ଶହୀଦ ଦେଶ ଭାବରେ ପ୍ରତ୍ୟେକ ବର୍ଷ 23 ମାର୍ଚ୍ଚରେ ପାଳନ କରାଯାଇଥାଏ । ଆଜି ଏହି ବୀରପୁତ୍ରଙ୍କ ବଳିଦାନକୁ କୃତଜ୍ଞ ରାଷ୍ଟ୍ର ଗର୍ବର ସହ ମନେ ପକାଉଛି । ସେହି ବୀର ଯୋଦ୍ଧାଙ୍କୁ ସମ୍ମାନ ଜଣାଉଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ