ଓଡିଶା

odisha

ETV Bharat / bharat

Goa Liberation Day: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ - ଗୋଆ ମୁକ୍ତି ଦିବସରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଗୋଆରେ ପାଳନ ହେଉଛି Goa Liberation Day । ସାମିଲ ହୋଇ ଶହୀଦଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି । ଅଧିକ ପଢନ୍ତୁ

Goa Liberation Day: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
Goa Liberation Day: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Dec 19, 2021, 6:04 PM IST

ପାଣାଜୀ: ଗୋଆ ମୁକ୍ତି ଦିବସ (Goa Liberation Day)ପାଳନ ଅବସରରେ ଗୋଆରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ଏଠାରେ ଶହୀଦଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପରେ ମିରାମାର ଠାରେ ଏକ ଫ୍ଲାଏ ପାଷ୍ଟ ପରେଡ ଏବଂ ସେଲ ପରେଡରେ ଅଂଶଗ୍ରହଣ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

1961 ମସିହାରେ ଭାରତୀୟ ସଶସ୍ତ୍ର ବାହିନୀ ଗୋଆକୁ ବିଦେଶୀ ଶକ୍ତି ଠାରୁ ମୁକ୍ତ କରିଥିଲା । ତେବେ ସେବେଠାରୁ ପ୍ରତିବର୍ଷ ଡିସେମ୍ବର 19 ତାରିଖକୁ ଗୋଆ ମୁକ୍ତି ଦିବସ (Goa Liberation Day) ଭାବେ ପାଳନ କରାଯାଇ ଆସୁଛି । ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସରେ ଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details