ନୂଆଦିଲ୍ଲୀ:12ବର୍ଷରୁ ଅଧିକ ସମସ୍ତଙ୍କ ପାଇଁ କୋଭିଡ-19 ଟିକା ଉପଯୁକ୍ତ । ଏ ନେଇ କେନ୍ଦ୍ର ସରକାରଙ୍କୁ ବୁଧବାର ସୂଚନା ଦେଇଛି ଆମେରିକାର ବଡ ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ।
ଏହା ସହିତ ଉଭୟ ଫାଇଜର ଓ କେନ୍ଦ୍ର ସରକାର ମଧ୍ୟରେ କୋଭିଡ 19 ଟିକା ଭାରତକୁ ଆସିବା ପୂର୍ବରୁ ହୋଇଥିବା କ୍ଷତିପୂରଣ ସୁରକ୍ଷା ବିଷୟରେ ଆଲୋଚନା ହୋଇଛି । ଏହା ସହିତ ଆମ ସମସ୍ତ ଟିକା କୋରୋନା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛି ଫାଇଜର । ଟିକା ନିର୍ମାତା କେନ୍ଦ୍ର ଭାରତକୁ 2021ରେ 50ମିଲିୟନ କୋରୋନା ଭ୍ୟାକ୍ସିନ ଯୋଗାଇଛି ।