ନୂଆଦିଲ୍ଲୀ: ଦେଶରେ ଲଗାତାର ବୃଦ୍ଧି ପାଉଛି ପେଟ୍ରୋଲ ଏବଂ ଡିଜେଲ ଦର । ଦେଶରେ ସୋମବାର ପୁଣି ଏହି ଦୁଇ ତୈଳର ଦର ବୃଦ୍ଧି ଘଟିଛି । ଏହାରି ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ପାଖାପାଖି 100 ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଲିଟର 99.86 ଥିବାବେଳେ ଡିଜେଲ ଲିଟର ପିଛା ଦର 89.36 ରହିଛି । ସେହିପରି ଦେଶର ଅନ୍ୟ ସହରରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି ।
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର - ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି
ଦେଶରେ ସୋମବାର ପୁଣି ଏହି ଦୁଇ ତୈଳର ଦର ବୃଦ୍ଧି ଘଟିଛି । ଏହାରି ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ପାଖାପାଖି 100 ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଲିଟର 99.86 ଥିବାବେଳେ ଡିଜେଲ ଲିଟର ପିଛା ଦର 89.36 ରହିଛି । ଅଧିକ ପଢନ୍ତୁ...
ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି
ମହାରାଷ୍ଟ୍ରରେ 100 ଟଙ୍କା ଟପିଛି ପେଟ୍ରୋଲ ଦର । ଏଠାରେ ପେଟ୍ରୋଲ ଲିଟର ପିଛା ଦର 105.92 ଟଙ୍କା ଥିବାବେଳେ 92.27 ରହିଛି ଡିଜେଲ ଦର । ସେହିପରି କୋଲକାତାରେ ପେଟ୍ରୋଲ ଲିଟର 99.94 ଥିବାବେଳେ ଡିଜେଲ ଲିଟର 92.27 ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ